ଭାଷା ଆଇନ କାର୍ଯ୍ୟକାରୀ ଦାବି ଅନଶନ ଚତୁର୍ଥ ଦିନରେ

ଭୁବନେଶ୍ୱର: ଓଡିଆଭାଷା ସଂଗ୍ରାମ ସମିତିର ପକ୍ଷରୁ ୧୯୫୪ ଭାଷା ଆଇନ ଲାଗୁ କରାଯିବା ପାଇଁ ଆମରଣ ଅନଶନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଗତ ଜୁଲାଇ ୧ରୁ  ଆରମ୍ଭ ହୋଇଥିବା ଏଥିରେ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଗଣ ଉପସ୍ଥିତ ରହି ଏହି ଆନ୍ଦୋଳନକୁ କ୍ରିୟାଶୀଳ କରିବାପାଇଁ ଶପଥ ନେଇଥିଲେ। ଏହି ଅନଶନରେ କବି ଗଜାନନ ମିଶ୍ର, ଛବି ମାହାଲି, ଭରଦ୍ୱାଜ ମିଶ୍ର, ଦୁର୍ଗା ଦାସ, ଟୁନା ସ୍ୱାଇଁ, ପ୍ରତିଭା ଦାସ, ପ୍ରୀତି ନାୟକ, ତ୍ରିନାଥ […]

odisha

odisha

Rakesh Mallick
  • Published: Saturday, 04 July 2015
  • Updated: 04 July 2015, 05:04 PM IST

Sports

Latest News

ଭୁବନେଶ୍ୱର: ଓଡିଆଭାଷା ସଂଗ୍ରାମ ସମିତିର ପକ୍ଷରୁ ୧୯୫୪ ଭାଷା ଆଇନ ଲାଗୁ କରାଯିବା ପାଇଁ ଆମରଣ ଅନଶନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଗତ ଜୁଲାଇ ୧ରୁ  ଆରମ୍ଭ ହୋଇଥିବା ଏଥିରେ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଗଣ ଉପସ୍ଥିତ ରହି ଏହି ଆନ୍ଦୋଳନକୁ କ୍ରିୟାଶୀଳ କରିବାପାଇଁ ଶପଥ ନେଇଥିଲେ। ଏହି ଅନଶନରେ କବି ଗଜାନନ ମିଶ୍ର, ଛବି ମାହାଲି, ଭରଦ୍ୱାଜ ମିଶ୍ର, ଦୁର୍ଗା ଦାସ, ଟୁନା ସ୍ୱାଇଁ, ପ୍ରତିଭା ଦାସ, ପ୍ରୀତି ନାୟକ, ତ୍ରିନାଥ ମହାରଣା ଆଦି ଯୋଗ ଦେଇଥିଲେ। ଏହାସହ ସମିତିର ରାଜ୍ୟ ଆବାହକ ଶଙ୍କର୍ଷଣ ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଅନଶନ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ସମୀର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ସୁଦୀପ୍ତ ରାୟ, ଅନିଲ ଦାସ, ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ଓମପ୍ରକାଶ ମିଶ୍ର, ରତିକାନ୍ତ ଦାସ, ମନ୍ମଥ ମହାନ୍ତି, ବସନ୍ତ ନାୟକ, ସୁରଥ ବିଶ୍ୱାଳ, ବିଶ୍ୱରଂଜନ ବଡଜେନା, ରଂଜନ ମଙ୍ଗରାଜ, ଦିଲ୍ଲିପ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିବାବେଳେ ବାମପନ୍ଥୀ ନେତା ଶ୍ରୀଯୁକ୍ତ ନାରାୟଣ ରେଡ୍ଡୀ, ଦେବପ୍ରସାଦ ପରିଜା, ସୁର ଜେନା, ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀ ପ୍ରମୁଖ ଯୋଗଦାନ କରିଥିଲେ। ବରିଷ୍ଠ ରାଜନେତା ତଥା ପ୍ରାକ୍ତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ, ପ୍ରାକ୍ତନ ସାଂସଦ ଭକ୍ତ ଚରଣ ଦାସ, କୈଳାସଚନ୍ଦ୍ର ଆଚାର୍ଯ୍ୟ, ଗୋବିନ୍ଦ ଭୂୟାଁ, ସସ୍ମିତା ବେହେରା, ସଂଗୀତା ମାଝୀ, ରବିନ୍ଦ୍ର ବେହେରା, ପ୍ରାକ୍ତନ ବିଧାୟକ ପଦ୍ମଚରଣ ନାୟକ, ଅଜୟ ଜେନା, ବିଶିଷ୍ଟ ଲେଖକ ତଥା ଓଡିଶା ସାହିତ୍ୟ ଏକାଡେମୀ ସଭାପତି ସାତକଡି ହୋତା, ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡଃ ଦେବୀପ୍ରସନ୍ନ ପଟ୍ଟନାୟକ, ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ବିମଳେନ୍ଦୁ ମହାନ୍ତି, କୋରେଇ ସାହିତ୍ୟ ମଣ୍ଡଳର ସଭାପତି ସୂର୍ଯ୍ୟମଣୀ ଖୁଣ୍ଟିଆ, ପ୍ରଫେସର ନଟବର ଶତପଥୀ, ପ୍ରଫେସର ଆଦିକନ୍ଦ ସାହୁ, କବି ଉମାକାନ୍ତ ରାଉତ, ସନ୍ତୋଷ କୁମାର ପାତ୍ର, ଓଡିଆସାଥୀ ସଂଯୋଜକ ଅରୁଣସାହୁ, ଆବାହକ ଡଃ ସୁବ୍ରତ ପୃଷ୍ଟି, କବି କେଦାର ମିଶ୍ର, ପ୍ରଫେସର ଡଃ କୁଳମଣି ନାୟକ, ପୂଜ୍ୟପୂଜା ପରିଷଦ ଆବାହକ ପଦ୍ମାକର ଗୁରୁ, ସାମ୍ୱାଦିକ ବରେନ୍ଦ୍ରକୃଷ୍ଣ ଧଳ, ସୁଭାଷ ପଟ୍ଟନାୟକ ପ୍ରମୁଖ  ନିଜର ମତ ରଖିଥିଲେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story