ଆସନ୍ତାକାଲିଠୁ ଖୋଲିବ ଭିତରକନିକା

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ।

ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ପର୍ଯ୍ୟଟକଙ୍କ ଲାଗି ଗତ ମେ’ ୧ ତାରିଖରୁ ବନ୍ଦ ଥିଲା ଭିତରକନିକା।

ପ୍ରଜନନ ଋତୁ ଶେଷ ହୋଇଥିବାରୁ କାଲିଠୁ ପର୍ଯ୍ୟଟକମାନେ ଭିତରକନିକା ବୁଲିବାର ସୁଯୋଗ ପାଇ ପାରିବେ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

ଭିତରକନିକା ଅଭୟାରଣ୍ୟ ଗତ ମେ’ ୧ରୁ ଜୁଲାଇ ୩୧ ତାରିଖ ଯାଏ ବନ୍ଦ ରହିଥିଲା। ତେଣୁ ବନ୍ୟପ୍ରାଣୀ ପ୍ରେମୀ ଓ ପର୍ଯ୍ୟଟକମାନେ ଭିତରକନିକା ଯିବାରୁ ବଞ୍ଚିତ ହେଉଥିଲେ।

Ordigital Desk
• Published: Tuesday, 31 July 2018
• Updated: 31 July 2018, 11:59 AM IST

Sports

Latest News

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ।

ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ପର୍ଯ୍ୟଟକଙ୍କ ଲାଗି ଗତ ମେ’ ୧ ତାରିଖରୁ ବନ୍ଦ ଥିଲା ଭିତରକନିକା।

ପ୍ରଜନନ ଋତୁ ଶେଷ ହୋଇଥିବାରୁ କାଲିଠୁ ପର୍ଯ୍ୟଟକମାନେ ଭିତରକନିକା ବୁଲିବାର ସୁଯୋଗ ପାଇ ପାରିବେ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

ଭିତରକନିକା ଅଭୟାରଣ୍ୟ ଗତ ମେ’ ୧ରୁ ଜୁଲାଇ ୩୧ ତାରିଖ ଯାଏ ବନ୍ଦ ରହିଥିଲା। ତେଣୁ ବନ୍ୟପ୍ରାଣୀ ପ୍ରେମୀ ଓ ପର୍ଯ୍ୟଟକମାନେ ଭିତରକନିକା ଯିବାରୁ ବଞ୍ଚିତ ହେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos