କୁହୁଡ଼ିରେ ଘୋଡ଼ାଇ ହେଲା ଭୁବନେଶ୍ୱର

fog

ଭୁବନେଶ୍ୱର: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ଅସହ୍ୟ ଥଣ୍ଡା ଲାଗି ରହିଛି। ଏଥିଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଆଜି ସକାଳୁ ସକାଳୁ ରଜଧାନୀ ଭୁବନେଶ୍ୱର ସମସ୍ତେ ଅନ୍ୟ କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ରାଜଧାନୀରେ କୁହୁଡ଼ିର ମାତ୍ରା ଏତେ ଥିଲା ଯେ ୨୦ ମିଟର ଆଗକୁ ବି ଦେଖାଯାଉନଥିଲା। ଏଥିଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳରେ ଘୋର ଅସୁବିଧା ହୋଇଥିଲା। ଗାଡ଼ି ଚାଳକମାନେ ଲାଇଟ୍ ଲଗାଇ ସକାଳେ ଯିବାଆସିବା କରୁଥିଲେ।

Previous ArticleNext Article

Send this to a friend