ରାଜଧାନୀରେ ବାର୍‌ହା ଆତଙ୍କ: ୫ ଜଣ ଆହତ

BARA

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବାର୍‌ହା ଆତଙ୍କ ଦେଖାଦେଇଛି। ଆଜି କଳିଙ୍ଗନଗର ଷ୍ଟୁଡିଅ ଛକ ନିକଟରେ ବାର୍‌ହା ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶିଶୁ ଅଛନ୍ତି। ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ବନ ବିଭାଗ କର୍ମଚାରୀମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବାର୍‌ହାକୁ କାବୁ କରିଛି।

Previous ArticleNext Article

Send this to a friend