ଭୁବନେଶ୍ୱରରୁ ଉଡିଲା ଅନ୍ତର୍ଜାତୀୟ ବିମାନ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ବିମାନ ସେବା । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ଏହି ବିମାନ ସେବାର ଶୁଭାରମ୍ଭ କରିଥିଲେ । ଏୟାର ଇଣ୍ଡିଆର ବିମାନ ଏଆଇ-୦୭୮ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ନେଇ ଦିଲ୍ଲୀକୁ ଯାତ୍ରା କରିଛି । ସେଠାରୁ ବିଦେଶକୁ ଲିଙ୍କ ଦେବ ଏହି ଏଆଇ-୦୭୮ । ବିମାନବନ୍ଦରର ଟର୍ମିନାଲ୍-ଟୁରୁ ଏହି ବିମାନ ସେବା ଆରମ୍ଭ ହୋଇଛି । ବିଦେଶକୁ ଯିବାକୁ ଥିବା ଯାତ୍ରୀଙ୍କୁ ନେବା […]

bbsr-airindia

bbsr-airindia

Rakesh Mallick
  • Published: Friday, 10 July 2015
  • Updated: 10 July 2015, 11:30 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ବିମାନ ସେବା । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ଏହି ବିମାନ ସେବାର ଶୁଭାରମ୍ଭ କରିଥିଲେ । ଏୟାର ଇଣ୍ଡିଆର ବିମାନ ଏଆଇ-୦୭୮ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ନେଇ ଦିଲ୍ଲୀକୁ ଯାତ୍ରା କରିଛି । ସେଠାରୁ ବିଦେଶକୁ ଲିଙ୍କ ଦେବ ଏହି ଏଆଇ-୦୭୮ । ବିମାନବନ୍ଦରର ଟର୍ମିନାଲ୍-ଟୁରୁ ଏହି ବିମାନ ସେବା ଆରମ୍ଭ ହୋଇଛି । ବିଦେଶକୁ ଯିବାକୁ ଥିବା ଯାତ୍ରୀଙ୍କୁ ନେବା ଲାଗି ଅପରାହ୍ନ ପ୍ରାୟ ଗୋଟାଏ ୫୦ ମିନିଟରେ ଏୱାନ୍-୮୭୩ ଏୟାର ଇଣ୍ଡିଆ ବିମାନ ପହଞ୍ଚିଥିଲା । ପରେ ଏହି ବିମାନ ନାମ ପରିବର୍ତ୍ତନ କରି ଏଆଇ-୦୭୮ ନାମରେ ଅନ୍ତର୍ଜାତୀୟ ଯାତ୍ରା ଆରମ୍ଭ କରିଛି । ଏଥିରେ ମୋଟ ୫୭ଜଣ ଯାତ୍ରୀ ଯାତ୍ରା କରିଥିବାବେଳେ ୩୭ଜଣ ବିଦେଶ ଯାତ୍କରୀ ଅଛନ୍ତି । ଆଗାମୀ ଦିନରେ ବିଦେଶ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଲେ ଏଠାରୁ ସିଧାସଳଖ ଅନ୍ତର୍ଜାତୀୟ ବିମାନ ଯାତ୍ରା ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସୋସିଆଲ୍ ମିଡିଆରେ ଭୁବନେଶ୍ୱର ବିମାନବନ୍ଦରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ ହେବା ନେଇ ସୂଚନା ଦିଆଯାଇଛି। ଏୟାର ଇଣ୍ଡିଆର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟରେ ଏ ନେଇ ସୂଚନା ଦିଆଯାଇଛି । ଏଥିରେ ଏୟାର ଇଣ୍ଡିଆର ଅଫିସିଆଲ୍ ମାସ୍କଟ୍ 'ମହାରାଜା'  ଆଜିଠାରୁ ମନ୍ଦିରମାଳିନୀ ସହର ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ଉଡାଣ ଆରମ୍ଭ ହେଉଥିବା ଦର୍ଶାଇଛି । ଏଥିସହ ଭୁବନେଶ୍ୱର ବର୍ତ୍ତମାନ ନୂଆ ଅନ୍ତର୍ଜାତୀୟ ପଥ ପାଲଟିଥିବା ଉଲ୍ଲେଖ କରାଯାଇଛି । ଏହି ଟୁଇଟକୁ ବହୁ ଲୋକ ଲାଇକ୍ କରିବା ସହ ରିଟୁଇଟ୍ ବି କରିଛନ୍ତି । ଏପରି କି ବହୁ ଲୋକ ଏୟାର ଇଣ୍ଡିଆର ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story