ଟ୍ରେନ୍‌ରେ କଟି ଦୁଇ ମହିଳାଙ୍କ ମୃତ୍ୟୁ

train-6

ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ୍‌ ନିକଟରେ ଟ୍ରେନ୍‌ ଲାଇନ୍‌ରେ କଟି ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଦ୍ୱୟ ହେଲେ ନମିତା ବେହେରା ଓ ନଳିନୀ ପ୍ରଧାନ।

ମୃତଦେହ ଦୁଇଟିକୁ ଷ୍ଟେସନ୍‌ ନିକଟରୁ ଠାବ କରାଯାଇଥିଲା। ତେବେ ଏହି ଦୁଇ ମହିଳା କେଉଁ ଭଳି ପରିସ୍ଥିତିରେ ଟ୍ରେନ୍‌ରେ କଟିଗଲେ ସେନେଇ ସ୍ପଷ୍ଟ ହୋଇନାହିଁ।

Previous ArticleNext Article

Send this to a friend