ସାଇବର କ୍ରାଇମ ମୁକାବିଲା ପାଇଁ ଭୁବନେଶ୍ୱରରେ ଦ୍ୱିତୀୟ ସାଇବର ଥାନା ପ୍ରତିଷ୍ଠା ହେବ

କଟକ: ସାଇବର କ୍ରାଇମ ମୁକାବିଲା ପାଇଁ ଭୁବନେଶ୍ୱରରେ ଦ୍ୱିତୀୟ ସାଇବର ଥାନା ପ୍ରତିଷ୍ଠା ହେବ। ଆଜି କଟକରେ ଅନୁଷ୍ଠିତ ସାଇବର କ୍ରାଇମ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ କ୍ରାଇମବ୍ରାଞ୍ଚ ସ୍ପେସାଲ ଡିଜି ବି.କେ. ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ବିମୁଦ୍ରାକରଣ ପରେ କାର୍ଡ, ମୋବାଇଲ ବ୍ୟାଙ୍କିଂ ଓ ଇ-ବ୍ୟାଙ୍କିଂ ବହୁଳ ପରିମାଣରେ ବ୍ୟବହାର କରାଯିବ। ସେତେବେଳେ ବିଭିନ୍ନ ପ୍ରକାର ଅନ୍‌ଲାଇନ ଠକେଇ ଭଳି ସାଇବର ଅପରାଧର ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଲୋକମାନଙ୍କ ଭିତରେ ଏହି ପ୍ଲାଟଫର୍ମ […]

cuttack

cuttack

Rakesh Mallick
  • Published: Saturday, 17 December 2016
  • Updated: 17 December 2016, 03:52 PM IST

Sports

Latest News

କଟକ: ସାଇବର କ୍ରାଇମ ମୁକାବିଲା ପାଇଁ ଭୁବନେଶ୍ୱରରେ ଦ୍ୱିତୀୟ ସାଇବର ଥାନା ପ୍ରତିଷ୍ଠା ହେବ। ଆଜି କଟକରେ ଅନୁଷ୍ଠିତ ସାଇବର କ୍ରାଇମ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ କ୍ରାଇମବ୍ରାଞ୍ଚ ସ୍ପେସାଲ ଡିଜି ବି.କେ. ଶର୍ମା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ବିମୁଦ୍ରାକରଣ ପରେ କାର୍ଡ, ମୋବାଇଲ ବ୍ୟାଙ୍କିଂ ଓ ଇ-ବ୍ୟାଙ୍କିଂ ବହୁଳ ପରିମାଣରେ ବ୍ୟବହାର କରାଯିବ। ସେତେବେଳେ ବିଭିନ୍ନ ପ୍ରକାର ଅନ୍‌ଲାଇନ ଠକେଇ ଭଳି ସାଇବର ଅପରାଧର ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଲୋକମାନଙ୍କ ଭିତରେ ଏହି ପ୍ଲାଟଫର୍ମ ବିଷୟରେ ସଚେତନତା ନାହିଁ। ଆମ ପୋଲିସ୍‌ ଅଫିସରଙ୍କ ପାଖରେ ଏହି ପରି କ୍ରାଇମ ହେଲେ ତଦନ୍ତ କରିବାକୁ ବୈଷିକ ଜ୍ଞାନ ନାହିଁ। ଏହି ଦୃଷ୍ଟିକୋଣରୁ ଆଇଆଇସିଆଇ ବ୍ୟାଙ୍କର କିଛି ଅଧିକାରୀଙ୍କୁ କୋଲକାତାରୁ ଡାକିଥିଲୁ। ସେମାନେ କାର୍ଡ ସମ୍ବର୍ଦ୍ଧିତ ଅନ୍‌ଲାଇନ ଠକେଇ ଭଳି ସାଇବର ଅପରାଧ ବିଷୟରେ ଆମ ଅଫିସରଙ୍କୁ କହିଛନ୍ତି।”

ସେ ଆହୁରି କହିଛନ୍ତି,“ଆସନ୍ତା ମାର୍ଚ୍ଚ ସୁଦ୍ଧା ସାଇବର ଫୋରେନସିକ୍‌ ଡିଭିଜନ୍‌ କାର୍ଯ୍ୟକ୍ଷମ ହେବ।”

ରାଜ୍ୟର ୩୬ଟି ପୋଲିସ୍‌ ଜିଲ୍ଲାରେ ପ୍ରାୟ ୭୦ ଜଣ ପୋଲିସ୍‌ ଅଧିକାରୀ ଯୋଗ ଦେଇଥିଲେ। ବିମୁଦ୍ରାକରଣ ପରେ କାର୍ଡ, ମୋବାଇଲ ବ୍ୟାଙ୍କିଂ ଓ ଇ-ବ୍ୟାଙ୍କିଂ ଆଦିର ବ୍ୟବହାର ଟ୍ରାଞ୍ଜାକ୍ସନ୍‌ ଉପରେ ଗୁରୁତ୍ୱ ଦିଆଯାଇଥିଲା। ତେଣୁ ଅନ୍‌ଲାଇନ ଠକେଇ ଭଳି ସାଇବର ଅପରାଧର ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଏହାକୁ କିପରି ରୋକାଯାଇପାରିବ ତାହା ଆଜିର ବୈଠକରେ ଫୋକସରେ ଥିଲା। ଉକ୍ତ ବୈଠକରେ ବହୁ ବ୍ୟାଙ୍କ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story