ଭୁବନେଶ୍ୱର: ରାଜ୍ୟରେ ଏୟାରଷ୍ଟ୍ରିପ୍ ଗୁଡିକର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ରାଜ୍ୟରେ ଥିବା ଏୟାରଷ୍ଟ୍ରିପ୍ ଗୁଡିକର ଭିତ୍ତିଭୂମି କିପରି ରହିଛି ସେଗୁଡିକୁ କିପରି ବିକାଶ କରାଯାଇପାରିବ। ତାର ସବିଶେଷ ରିପୋର୍ଟ ଦେବା ସହ ସେଗୁଡିକର ବିକାଶ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଅପରାହ୍ନରେ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷ୍ୟତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ ୧୨ଟି ଏୟାର ଷ୍ଟ୍ରିପ ରହିଥିବାବେଳେ ଅନ୍ୟାନ୍ୟ ସଂସ୍ଥାମାନଙ୍କର ୮ଟି ଏୟାର ଷ୍ଟ୍ରିପ ରହିଛି। ସେଗୁଡିକ ମଧ୍ୟରୁ କୋରାପୁଟ, ସମ୍ୱଲପୁର, ହୀରାକୁଦ ଏବଂ ଜୟପୁର […]

Naveen-Patnaik

Naveen-Patnaik

Rakesh Mallick
  • Published: Saturday, 04 July 2015
  • Updated: 04 July 2015, 03:25 AM IST

Sports

Latest News

ଭୁବନେଶ୍ୱର:  ରାଜ୍ୟରେ ଥିବା ଏୟାରଷ୍ଟ୍ରିପ୍ ଗୁଡିକର ଭିତ୍ତିଭୂମି କିପରି ରହିଛି ସେଗୁଡିକୁ କିପରି ବିକାଶ କରାଯାଇପାରିବ। ତାର ସବିଶେଷ ରିପୋର୍ଟ ଦେବା ସହ ସେଗୁଡିକର ବିକାଶ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଅପରାହ୍ନରେ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷ୍ୟତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ ୧୨ଟି ଏୟାର ଷ୍ଟ୍ରିପ ରହିଥିବାବେଳେ ଅନ୍ୟାନ୍ୟ ସଂସ୍ଥାମାନଙ୍କର ୮ଟି ଏୟାର ଷ୍ଟ୍ରିପ ରହିଛି। ସେଗୁଡିକ ମଧ୍ୟରୁ କୋରାପୁଟ, ସମ୍ୱଲପୁର, ହୀରାକୁଦ ଏବଂ ଜୟପୁର ଏୟାରଷ୍ଟ୍ରିପ ଗୁଡିକୁ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଛି। ଏଥି ସହିତ ଭୁବନେଶ୍ୱରୁ ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ ହେବାକୁ ଥିବାରୁ ଭାରତ ସରକାରଙ୍କ ବ୍ୟୁରୋ ଅପ୍ ଇମିଗ୍ରେସନ୍ ଅଫିସ ଖୋଲିବା ପର୍ଯ୍ୟନ୍ତ ଭୁବନେଶ୍ୱର ଡିସିପି ଇମିଗ୍ରେସନ ଦାୟିତ୍ୱରେ ରହିବେ ବୋଲି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story