ଭୁବନେଶ୍ୱର: ରେମୁଣା ବିଧାୟକଙ୍କ ବାସଭବନରେ ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ ୪ ସ୍ଥିତ ରେମୁଣା ବିଧାୟକଙ୍କ ସରକାରୀ ବାସଭବନରେ ଯୁବତୀକୁ ଦୁର୍ବ୍ୟବହାର ଅଭିଯୋଗରେ ସେହି କ୍ୱାଟରରେ ରହୁଥିବା ଦୁଇ ଜଣଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କଣ୍ଟ୍ରାକଟର ପରମେଶ୍ୱର ଦାସ ଓ ଡ୍ରାଇଭର ଦିଲ୍ଲିପ ବେହେରା। ରବିବାର ରେମୁଣା ବିଧାୟକଙ୍କ ସରକାରୀ କ୍ୱାଟରରେ ଯୁବତୀକୁ ଅସଦାରଣ କରିଥିବାନେଇ ଖାରବେଳ ଥାନାରେ ଅଭିଯୋଗ ହେବାପରେ ସେମାନଙ୍କୁ ଗିରଫ କରାଯାଇଛି। ଗତ ଶନିବାରଠାରୁ  ଯୁବତୀ ଏବଂ ତାଙ୍କ ବାପା ପରୀକ୍ଷା ଦେବାପାଇଁ […]

bbsr

bbsr

Rakesh Mallick
  • Published: Monday, 13 July 2015
  • Updated: 13 July 2015, 01:34 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ ୪ ସ୍ଥିତ ରେମୁଣା ବିଧାୟକଙ୍କ ସରକାରୀ ବାସଭବନରେ ଯୁବତୀକୁ ଦୁର୍ବ୍ୟବହାର ଅଭିଯୋଗରେ ସେହି କ୍ୱାଟରରେ ରହୁଥିବା ଦୁଇ ଜଣଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କଣ୍ଟ୍ରାକଟର ପରମେଶ୍ୱର ଦାସ ଓ ଡ୍ରାଇଭର ଦିଲ୍ଲିପ ବେହେରା। ରବିବାର ରେମୁଣା ବିଧାୟକଙ୍କ ସରକାରୀ କ୍ୱାଟରରେ ଯୁବତୀକୁ ଅସଦାରଣ କରିଥିବାନେଇ ଖାରବେଳ ଥାନାରେ ଅଭିଯୋଗ ହେବାପରେ ସେମାନଙ୍କୁ ଗିରଫ କରାଯାଇଛି। ଗତ ଶନିବାରଠାରୁ  ଯୁବତୀ ଏବଂ ତାଙ୍କ ବାପା ପରୀକ୍ଷା ଦେବାପାଇଁ ବିଧାୟକଙ୍କ କ୍ୱାଟରରେ ରହୁଥିଲେ। ରବିବାର  ପରମେଶ୍ୱର ଓ ଦିଲ୍ଲିପ ବିଧାୟକଙ୍କ କ୍ୱାଟରରେ ରହିବାକୁ ଆସିଥିଲେ। ସେହିଦିନ ରାତିରେ ଉଭୟେ ଯୁବତିଙ୍କୁ ବିଧାୟକଙ୍କ କ୍ୱାଟରରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତେବେ ଏନେଇ ଯୁବତିଙ୍କୁ ପଚରାଯିବାରୁ ସେ ଗଣମାଧ୍ୟମକୁ କିଛି କହିବେ ନାହିଁ ବୋଲି କହିଛନ୍ତି। ଅନ୍ୟପଟେ  ଅଭିଯୁକ୍ତମାନେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଗିରଫ ଦିଲ୍ଲିପ ପୂର୍ବରୁ ରେମୁଣା ବିଧାୟକଙ୍କ ଅସ୍ଥାୟୀ ଡ୍ରାଇଭର ଭାବେ କାମ କରୁଥିଲେ। ତେବେ ଏହି ଘଟଣା ନେଇ ରେମୁଣା ବିଧାୟକଙ୍କୁ ପଚରାଯିବାରୁ ସେ ବେଙ୍ଗଲୋର ଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ଏରିଆ ଲୋକ ହୋଇଥିବା ରେମୁଣା ବିଧାୟକ ସୂଚନା ଦେଇଛନ୍ତି। ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story