ଶେଷ ଦିନରେ କଂଗ୍ରେସରୁ ନାମାଙ୍କନ ଭରିଲେ ପ୍ରଣୟ,  ପ୍ରଚାର ଲାଗି ୪ କେନ୍ଦ୍ରମନ୍ତ୍ରୀଙ୍କୁ ଆଣିବ ବିଜେପି, ବିଜେଡି ପାଇଁ ନବୀନ ଷ୍ଟାର କ୍ୟାମ୍ପେନର

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଆଜି କଂଗ୍ରେସ୍ ପ୍ରାର୍ଥୀ ପ୍ରଣୟ ସାହୁ ପ୍ରାର୍ଥିପତ୍ର ଦାଖଲ କରିବା ସହ ଶକ୍ତି ପ୍ରଦର୍ଶନ କରିଛନ୍ତି।   ସେପଟେ ନାମାଙ୍କନ ଭରି ସାରିଥିବା ବିଜେପି ୪ କେନ୍ଦ୍ରମନ୍ତ୍ରୀ ଓ ରମଣ ସିଂହଙ୍କୁ ଆଣି ପ୍ରଚାର କରିବାକୁ ଯୋଜନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।   ମୋଟ ୧୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ଜଣାପଡ଼ିଛି। ନାମାଙ୍କନ ଭରିବା ପୂର୍ବରୁ ଏଠାରେ ଆୟୋଜିତ ହୋଇଥିଲା […]

p-222

p-222

Rakesh Mallick
  • Published: Tuesday, 06 February 2018
  • Updated: 06 February 2018, 08:10 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଆଜି କଂଗ୍ରେସ୍ ପ୍ରାର୍ଥୀ ପ୍ରଣୟ ସାହୁ ପ୍ରାର୍ଥିପତ୍ର ଦାଖଲ କରିବା ସହ ଶକ୍ତି ପ୍ରଦର୍ଶନ କରିଛନ୍ତି।   ସେପଟେ ନାମାଙ୍କନ ଭରି ସାରିଥିବା ବିଜେପି ୪ କେନ୍ଦ୍ରମନ୍ତ୍ରୀ ଓ ରମଣ ସିଂହଙ୍କୁ ଆଣି ପ୍ରଚାର କରିବାକୁ ଯୋଜନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।   ମୋଟ ୧୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ଜଣାପଡ଼ିଛି। ନାମାଙ୍କନ ଭରିବା ପୂର୍ବରୁ ଏଠାରେ ଆୟୋଜିତ ହୋଇଥିଲା ସାଧାରଣ ସଭା।  ପିସିସି ସଭାପତି ପ୍ରସାଦ ହଚିଚନ୍ଦନ, ସହପ୍ରଭାରୀ ଶୁଭଙ୍କର ସରକାରଙ୍କଠାରୁ  ଆରମ୍ଭ କରି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ହେମାନନ୍ଦ ବିଶ୍ୱାଳ, ପ୍ରଦୀପ ମାଝୀ, ତାରା ବାହିନୀପତି, ନବ ଦାସ ପ୍ରମୁଖ ଗୋଟିଏ ମଂଚରେ ଦେଇଥିଲେ ଏକ୍ ହୋଇ ଲଢ଼ିବାର ବାର୍ତ୍ତା।   ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚି ନାମାଙ୍କନ ଭରିଥିଲେ ପ୍ରଣୟ।   ଗାଈସିଲଟ ବ୍ଳକ୍‌ ଉପାଧ୍ୟକ୍ଷ ଥିବା ପ୍ରଣୟ ସାହୁଙ୍କୁ ନୂଆ ଚେହେରା ଓ ଚାଷୀ ପୁଅ ଭାବେ ମୈଦାନକୁ ଓହ୍ଲାଇ ନିଜ ଗଡ଼ ବଜାୟ ରଖିବାକୁ ପ୍ରୟାସ କରିଛି କଂଗ୍ରେସ୍ । ଏଥିସହ ଅନ୍ୟଦଳର ନେତାଙ୍କୁ ଆଣି ପ୍ରାର୍ଥୀ କରିଥିବାରୁ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ପ୍ରସାଦ।

ଏପଟେ  ପ୍ରାର୍ଥିପତ୍ର ଦାଖଲ ପରେ କ୍ୟାମ୍ପେନ୍‌କୁ କେମିତି ଜୋରଦାର କରାଯିବ ସେଥିଲେ ଲାଗିଛନ୍ତି ବିଜେଡି ଓ ବିଜେପି।  ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର ଲାଗି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସମେତ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ, ସ୍ମୃତି ଇରାନୀ, ରାମକୃପାଲ ଯାଦବ ଓ ସନ୍ତୋଷ ଗଙ୍ଗଓ୍ୱାର ଆସିବେ ବୋଲି ଦଳ ସୂଚନା ଦେଇଛି ସେପଟେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଦଳର ଅନ୍ୟ ଷ୍ଟାର କ୍ୟାମ୍ପେନରଙ୍କ ସମେତ ଖୋଦ୍ ମୁଖ୍ୟମନ୍ତ୍ରୀ ବି ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି। ପ୍ରାର୍ଥିପତ୍ର ଦାଖଲର ଆଜି ଶେଷ ଦିନରେ ମୋଟ୍ ୧୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରାଯାଇଥିବା  ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆସନ୍ତାକାଲି ନାମାଙ୍କନପତ୍ର ଯାଞ୍ଚ ହେବ । ୯ ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷଦିନ ଥିବା ବେଳେ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।  ୨୪ରେ ଭୋଟ୍ ହୋଇ।  ୨୮ ତାରିଖରେ ଗଣତି କରାଯିବ।

https://youtu.be/Z9XR-_4aw8k

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story