ପୋଲିସ କହିଲା- ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିଥିବା ଯୁବକର ପଲିଟିକାଲ ଲିଙ୍କ ନାହିଁ

ବରଗଡ଼ (ଓଡ଼ିଶା ରିପୋର୍ଟର): ଗତକାଲି ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ କାର୍ତ୍ତିକ ମେହେର ନାମକ ଜଣେ ଯୁବକ ଚପଲ ଫିଙ୍ଗିଥିଲେ। ଏହି ଘଟଣାକୁ ନେଇ ବିଜେଡି ବିଜେପି ଉପରେ ଦୋଷ ଲଦୁଛି। ଏପରିକି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଓ ଅନ୍ୟ ଦୁଇ ଜଣଙ୍କ ପ୍ରରୋଚନାରେ କାର୍ତ୍ତିକ ଏହି କାମ କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନିଜେ ଅଶୋକ ଖଣ୍ଡନ କରିଥିବା ବେଳେ ପଦ୍ମପୁର ଆଇଆଇସି ମଧ୍ୟ ଅସ୍ୱୀକାର କରିଛନ୍ତି।

ଆଇଆଇଓ ଯଶୋବନ୍ତ ପ୍ରଧାନୀ କହିଛନ୍ତି, “ଅଭିଯୁକ୍ତ କାର୍ତ୍ତିକ ମେହେରର ଘର ପଦ୍ମପୁର ଥାନା ବୁଦ୍ଧାପାଲିରେ। ସେ ଟିକେ ଆଡ଼ବାୟା ଓ ମେଣ୍ଟାଲ ପ୍ରକୃତିର ପିଲା। ୨୦୧୪ରେ ଅଣ୍ଡା ମାଡ଼ ନେଇ ତାଙ୍କ ନାଁରେ ଅଭିଯୋଗ ଥିଲା। ସାଧାରଣ ଚାଷୀ ପରିବାର ପିଲା କାର୍ତ୍ତିକ। ତା’ର କିଛି ପଲିଟିକାଲ୍ ଲିଙ୍କ୍ ନାହିଁ।”

Ordigital Desk
• Published: Wednesday, 21 February 2018
• Updated: 21 February 2018, 01:26 PM IST

Sports

Latest News

ବରଗଡ଼ (ଓଡ଼ିଶା ରିପୋର୍ଟର): ଗତକାଲି ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ କାର୍ତ୍ତିକ ମେହେର ନାମକ ଜଣେ ଯୁବକ ଚପଲ ଫିଙ୍ଗିଥିଲେ। ଏହି ଘଟଣାକୁ ନେଇ ବିଜେଡି ବିଜେପି ଉପରେ ଦୋଷ ଲଦୁଛି। ଏପରିକି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଓ ଅନ୍ୟ ଦୁଇ ଜଣଙ୍କ ପ୍ରରୋଚନାରେ କାର୍ତ୍ତିକ ଏହି କାମ କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନିଜେ ଅଶୋକ ଖଣ୍ଡନ କରିଥିବା ବେଳେ ପଦ୍ମପୁର ଆଇଆଇସି ମଧ୍ୟ ଅସ୍ୱୀକାର କରିଛନ୍ତି।

ଆଇଆଇଓ ଯଶୋବନ୍ତ ପ୍ରଧାନୀ କହିଛନ୍ତି, “ଅଭିଯୁକ୍ତ କାର୍ତ୍ତିକ ମେହେରର ଘର ପଦ୍ମପୁର ଥାନା ବୁଦ୍ଧାପାଲିରେ। ସେ ଟିକେ ଆଡ଼ବାୟା ଓ ମେଣ୍ଟାଲ ପ୍ରକୃତିର ପିଲା। ୨୦୧୪ରେ ଅଣ୍ଡା ମାଡ଼ ନେଇ ତାଙ୍କ ନାଁରେ ଅଭିଯୋଗ ଥିଲା। ସାଧାରଣ ଚାଷୀ ପରିବାର ପିଲା କାର୍ତ୍ତିକ। ତା’ର କିଛି ପଲିଟିକାଲ୍ ଲିଙ୍କ୍ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos