ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ମଙ୍କଡ୍ରିଲ କଲା ପୋଲିସ

ପୁରୀ: ଆଉ ମାତ୍ର ଦୁଇଦିନ ପରେ ହେବ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ରଥଯାତ୍ରାବେଳେ ରଥଟଣା କିଭଳି ହେବ,ତା ସାଙ୍ଗକୁ କ୍ରାଉଡ କଣ୍ଟ୍ରୋଲ ତା ଉପରେ ଆଜି ପୁରୀ ରିଜର୍ଭ ପୋଲିସ ଲାଇନରେ ପୋଲିସ ପକ୍ଷରୁ ମକ୍ ଡ୍ରିଲ୍ କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ ସଞ୍ଜିବ ମାରିକ୍,ନବକଳେବର ଓଏସଡି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ବହୁ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀ ଏହି ମକ ଡ୍ରିଲ୍ ସମୟରେ ଉପସ୍ଥିତ ଥିଲେ। କିଭଳି ହୋଇଛି ମକ୍ ଡ୍ରିଲ୍ ସେ ସମ୍ପର୍କରେ ନବକଳେବର […]

rathyatra-monk-drill

rathyatra-monk-drill

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 08:56 AM IST

ପୁରୀ: ଆଉ ମାତ୍ର ଦୁଇଦିନ ପରେ ହେବ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ରଥଯାତ୍ରାବେଳେ ରଥଟଣା କିଭଳି ହେବ,ତା ସାଙ୍ଗକୁ କ୍ରାଉଡ କଣ୍ଟ୍ରୋଲ ତା ଉପରେ ଆଜି ପୁରୀ ରିଜର୍ଭ ପୋଲିସ ଲାଇନରେ ପୋଲିସ ପକ୍ଷରୁ ମକ୍ ଡ୍ରିଲ୍ କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ ସଞ୍ଜିବ ମାରିକ୍,ନବକଳେବର ଓଏସଡି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ବହୁ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀ ଏହି ମକ ଡ୍ରିଲ୍ ସମୟରେ ଉପସ୍ଥିତ ଥିଲେ। କିଭଳି ହୋଇଛି ମକ୍ ଡ୍ରିଲ୍ ସେ ସମ୍ପର୍କରେ ନବକଳେବର ସ୍ୱତନ୍ତ୍ର ତାଦରଖ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ପୋଲିସ କର୍ମଚାରୀମାନଙ୍କୁ ମଙ୍କଡ୍ରିଲରେ ଦର୍ଶାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story