ବିଶ୍ୱରଞ୍ଜନ ମହାନ୍ତି ହେଲେ ଏଆଇସିସି ସମ୍ପାଦକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା କଂଗ୍ରେସର ଯୁବ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କୁ ମିଳିଛି ନୂଆ ଦାୟିତ୍ୱ। ତାଙ୍କୁ ଏଆଇସିସି ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେହିପରି ଜିତେନ୍ଦ୍ର ୱାଘେଲାଙ୍କୁ ମଧ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଉଭୟ ଗୁଜୁରାଟ ଦାୟିତ୍ୱରେ ରହିବେ। ବିଶ୍ୱରଞ୍ଜନ ମହାନ୍ତି ବର୍ତ୍ତମାନ ଓଡ଼ିଶା ପ୍ରଦେଶ କମିଟି ସମ୍ପାଦକ ରହିଛନ୍ତି। ଏପରିକି ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ବିଶ୍ୱରଞ୍ଜନ ଜେଏନ୍‌ୟୁରେ ପାଠ ପଢ଼ିବା ସହିତ ପିଏଚ୍‌ଡି […]

Biswaranjan Mohanty appointed as AICC Secretary for Gujarat

Rakesh Mallick
  • Published: Tuesday, 22 May 2018
  • Updated: 22 May 2018, 06:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା କଂଗ୍ରେସର ଯୁବ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କୁ ମିଳିଛି ନୂଆ ଦାୟିତ୍ୱ। ତାଙ୍କୁ ଏଆଇସିସି ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେହିପରି ଜିତେନ୍ଦ୍ର ୱାଘେଲାଙ୍କୁ ମଧ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଉଭୟ ଗୁଜୁରାଟ ଦାୟିତ୍ୱରେ ରହିବେ।

ବିଶ୍ୱରଞ୍ଜନ ମହାନ୍ତି ବର୍ତ୍ତମାନ ଓଡ଼ିଶା ପ୍ରଦେଶ କମିଟି ସମ୍ପାଦକ ରହିଛନ୍ତି। ଏପରିକି ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ବିଶ୍ୱରଞ୍ଜନ ଜେଏନ୍‌ୟୁରେ ପାଠ ପଢ଼ିବା ସହିତ ପିଏଚ୍‌ଡି ଲାଭ କରିଛନ୍ତି। ସେ ଏବେ ପୁରୀ ଜିଲ୍ଲା ନିମାପଡ଼ା ରାଜନୀତିରେ ସକ୍ରିୟ ଅଛନ୍ତି। ରାଜ୍ୟର ଜଣେ ଜ୍ଞାନୀ ଓ ପ୍ରଖର ବୁଦ୍ଧି ସମ୍ପନ୍ନ ଯୁବ ରାଜନେତା ଭାବେ ବିଶ୍ୱରଞ୍ଜନ ବେଶ ଜଣାଶୁଣା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story