ବିଜେବି କଲେଜରେ ସାଇନ୍‌ ଏ ଡାଏ

ଭୁବନେଶ୍ୱର: ବିଜେବି କଲେଜରେ ପୁଣି ଥରେ ଛାତ୍ର ଅଶାନ୍ତି ଦେଖା ଦେଇଛି। ଫଳରେ କଲେଜକୁ ସାଇନ ଏ ଡାଏ ଘୋଷଣା କରାଯାଇଛି। ଛାତ୍ର ଅଶାନ୍ତି ପରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କଲେଜ ଅଧ୍ୟକ୍ଷ ଏହି ଘୋଷଣା କରିଛନ୍ତି। ଏହାସହ ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ତୁରନ୍ତ କ୍ୟାମ୍ପସ୍‌ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ହଷ୍ଟେଲରେ ଅଣଛାତ୍ରଙ୍କ ପ୍ରବେଶ ଓ ଆକ୍ରମଣକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଆଜି କଲେଜ ଗେଟ୍‌ ଆଗରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। […]

bjb-clg

bjb-clg

Rakesh Mallick
  • Published: Monday, 26 December 2016
  • Updated: 26 December 2016, 04:56 PM IST

Sports

Latest News

bjb-clgଭୁବନେଶ୍ୱର: ବିଜେବି କଲେଜରେ ପୁଣି ଥରେ ଛାତ୍ର ଅଶାନ୍ତି ଦେଖା ଦେଇଛି। ଫଳରେ କଲେଜକୁ ସାଇନ ଏ ଡାଏ ଘୋଷଣା କରାଯାଇଛି। ଛାତ୍ର ଅଶାନ୍ତି ପରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କଲେଜ ଅଧ୍ୟକ୍ଷ ଏହି ଘୋଷଣା କରିଛନ୍ତି। ଏହାସହ ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ତୁରନ୍ତ କ୍ୟାମ୍ପସ୍‌ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ହଷ୍ଟେଲରେ ଅଣଛାତ୍ରଙ୍କ ପ୍ରବେଶ ଓ ଆକ୍ରମଣକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଆଜି କଲେଜ ଗେଟ୍‌ ଆଗରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ପୁରୀ-ଭୁବନେଶ୍ୱର ରାସ୍ତାରେ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା।

ଗତକାଲି କିଛି ଅଣ ଛାତ୍ର ଆମ୍ବେଦକର ହଷ୍ଟେଲରେ ପଶି ଆକ୍ରମଣ କରିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। କଲେଜ ପରିସରରେ ବାରମ୍ବାର ଏପରି ଅଶାନ୍ତ ବାତାବରଣ ସୃଷ୍ଟି ହେଉଥିବାରୁ ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story