ସୁପ୍ରିମ୍‌କୋର୍ଟଙ୍କ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ନେଇ ବଦନାମ୍‌ ବିଜେଡି

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରୟାସ କରୁଛି କଂଗ୍ରେସ। ବିଭିନ୍ନ ପ୍ରସଙ୍ଗରେ ସେ କାଳେ ସରକାରୀ ଅଭିମୁଖ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଅଭିଯୋଗ କରି କଂଗ୍ରେସ ଏଭଳି କରିବାକୁ ଯାଉଛି। ଏଣେ କଂଗ୍ରେସ ଓ ଭାଜପାଠାରୁ ସମ ଦୂରତ୍ୱ ଅବଲମ୍ବନ କରୁଥିବା ବିଜେଡି ପଡିଛି ହରଡ ଘଣାରେ। ମାନ୍ୟବର ମୁଖ୍ୟ ନ୍ୟାୟାଧିଶ ଜଣେ ଓଡିଆ ହୋଇଥିବାରୁ ଏ  ରାଜ୍ୟରେ ତାଙ୍କ ପାଇଁ ଯଥେଷ୍ଟ ସମ୍ନାନ […]

5b

5b

Rakesh Mallick
  • Published: Friday, 30 March 2018
  • Updated: 30 March 2018, 10:45 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରୟାସ କରୁଛି କଂଗ୍ରେସ। ବିଭିନ୍ନ ପ୍ରସଙ୍ଗରେ ସେ କାଳେ ସରକାରୀ ଅଭିମୁଖ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଅଭିଯୋଗ କରି କଂଗ୍ରେସ ଏଭଳି କରିବାକୁ ଯାଉଛି। ଏଣେ କଂଗ୍ରେସ ଓ ଭାଜପାଠାରୁ ସମ ଦୂରତ୍ୱ ଅବଲମ୍ବନ କରୁଥିବା ବିଜେଡି ପଡିଛି ହରଡ ଘଣାରେ। ମାନ୍ୟବର ମୁଖ୍ୟ ନ୍ୟାୟାଧିଶ ଜଣେ ଓଡିଆ ହୋଇଥିବାରୁ ଏ  ରାଜ୍ୟରେ ତାଙ୍କ ପାଇଁ ଯଥେଷ୍ଟ ସମ୍ନାନ ରହିଛି ବୋଲି ଦଳ କହୁଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏକ ଅଜବ ଫଟୋ। ଏହି ଫଟୋରେ ଦର୍ଶଯାଇଛି କି ନବୀନଙ୍କ ଦଳ ଆଗକୁ କଂଗ୍ରେସର ମହାଭିଯୋଗ ପ୍ରସ୍ତାବକୁ ସମର୍ଥନ ଦେବାକୁ ଯାଉଛି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଜେଡି ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛି।

ଲେଖିଛି- “ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତିଙ ଶ୍ରୀ ଦୀପକ ମିଶ୍ରଙ୍କ ପ୍ରତି ବିଜୁ ଜନତା ଦଳର ସର୍ବୋଚ୍ଚ ସମ୍ମାନ ରହିଛି। ସୋସିଆଲ ମିଡିଆରେ କିନ୍ତୁ ଏ ସମ୍ପର୍କରେ ଯେଉଁସବୁ ନକାରାତ୍ମକ ଚିନ୍ତାଧାରର ମେସେଜ୍‌ ଦିଆଯାଇଛି, ତାହା କେବଳ କେତେକ ଗୁଜବକାରୀଙ୍କ କଳା କାରନାମା। ଏହାକୁ ଆମର ଦଳ ଦୃଢ ନିନ୍ଦା କରୁଛି।”

ଏ ଖବର ପଢିବା ପରେ ଅପଣ ନିଶ୍ଚିତ ଜାଣିବାକୁ ଚାହୁଁଥିବା ଯେ, ଉକ୍ତ ପ୍ରସଙ୍ଗରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋରେ କ’ଣ ଲେଖାଯାଇଛି ? ଏହି ଭାଇରାଲ ଫଟୋରେ ଜଷ୍ଟିସ୍‌ ମିଶ୍ର ଓ ନବୀନଙ୍କ ଫଟୋ ରହିଛି। ଉକ୍ତ ଫଟୋର ଉପରେ ଲେଖାଯାଇଛି “ ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୁଦ୍ଧରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ ବିଜେଡି”

ଉକ୍ତ ଲଖାର ତଳେ ୪ଟି ପଏଣ୍ଟରେ କଂଗ୍ରେସ ଅକ୍ରୋଶର କାରଣ ଲଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story