ମୁଖ୍ୟମନ୍ତ୍ରୀଙ୍କୁ ଜୋତା ଫିଙ୍ଗା ଘଟଣା: ବରଗଡ଼ ବିଧାୟକ କହିଲେ ବିଜେପିର କାମ, ବିଜେପି କହିଲା ଜନଆକ୍ରୋଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରପାଲିର କୁମ୍ଭାରୀରେ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଜୋତା ଫିଙ୍ଗା ଘଟଣାରେ ସିଧାସଳଖ ବିଜେପିକୁ ଦୋଷାରୋପ କରିଛନ୍ତି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ। ସେ କହିଛନ୍ତି,“ଜୋତା ଫିଙ୍ଗିଥିବା ଯୁବକ ବିଜେପିର କାର୍ଯ୍ୟକର୍ତ୍ତା। ସେ ସ୍ଥାନୀୟ ଲୋକ ନୁହଁନ୍ତି। ଅନ୍ୟ ବ୍ଲକରୁ ଆସି ଜୋତା ଫିଙ୍ଗିଛନ୍ତି। ହାରିବା ଭୟରେ ବିଜେପି ଏମିତି କରୁଛି।” ଅନ୍ୟପକ୍ଷରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କ କହିଛନ୍ତି,“ନବୀନଙ୍କ ପ୍ରତି ଜନ ଆକ୍ରୋଶର ଏହା ପ୍ରତିଫଳନ। ଲୋକେ ଅତିଷ୍ଠ […]

baragar

baragar

Rakesh Mallick
  • Published: Tuesday, 20 February 2018
  • Updated: 20 February 2018, 07:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରପାଲିର କୁମ୍ଭାରୀରେ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଜୋତା ଫିଙ୍ଗା ଘଟଣାରେ ସିଧାସଳଖ ବିଜେପିକୁ ଦୋଷାରୋପ କରିଛନ୍ତି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ।

ସେ କହିଛନ୍ତି,“ଜୋତା ଫିଙ୍ଗିଥିବା ଯୁବକ ବିଜେପିର କାର୍ଯ୍ୟକର୍ତ୍ତା। ସେ ସ୍ଥାନୀୟ ଲୋକ ନୁହଁନ୍ତି। ଅନ୍ୟ ବ୍ଲକରୁ ଆସି ଜୋତା ଫିଙ୍ଗିଛନ୍ତି। ହାରିବା ଭୟରେ ବିଜେପି ଏମିତି କରୁଛି।”

ଅନ୍ୟପକ୍ଷରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କ କହିଛନ୍ତି,“ନବୀନଙ୍କ ପ୍ରତି ଜନ ଆକ୍ରୋଶର ଏହା ପ୍ରତିଫଳନ। ଲୋକେ ଅତିଷ୍ଠ ହୋଇ ସ୍ୱତଃପ୍ରବୃତ ଭାବେ ଏମିତି କରିଛନ୍ତି। ସଂପୃକ୍ତ ଯୁବକ ବିଜେପି କର୍ମୀ ହୋଇନଥିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos