ବିଜେଡି ଲେଡି ଡନ୍‌ଙ୍କୁ ଘନଘନ ଜେରା କରୁଛି ପୋଲିସ: ପଚାରୁଛି କେଉଁସବୁ ପ୍ରଶ୍ନ, ପଢ଼ନ୍ତୁ

କଟକ (ଓଡ଼ିଶା ରିପୋର୍ଟର): ସୁଶାନ୍ତ ଧଳସାମନ୍ତ ଓ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି। ଆଜି ରିମାଣ୍ଡର ଶେଷ ଦିନରେ ଉଭୟଙ୍କୁ ମାରାଥନ ଜେରା କରିଛି ପୋଲିସ। ପ୍ରଥମେ ମହିଳା ଥାନାରେ ରଞ୍ଜିତାଙ୍କୁ ୩ ଘଣ୍ଟା ଜେରା କରିଥିଲା। ତା’ପରେ ରଞ୍ଜିତାଙ୍କୁ ସଦର ଥାନାକୁ ଆଣି ସୁଶାନ୍ତ ସହ ସାମ୍ନାସାମ୍ନୀ ବସାଇ ଜେରା କରିଥିଲା ପୋଲିସ। ଜେରା ସମୟରେ କାହିଁକି ବାଲିଘାଟ ମାଲିକ ବିଜୟ ପାଲଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା? […]

D-Link-Ranjita

D-Link-Ranjita

Rakesh Mallick
  • Published: Thursday, 15 March 2018
  • Updated: 15 March 2018, 06:33 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ସୁଶାନ୍ତ ଧଳସାମନ୍ତ ଓ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି। ଆଜି ରିମାଣ୍ଡର ଶେଷ ଦିନରେ ଉଭୟଙ୍କୁ ମାରାଥନ ଜେରା କରିଛି ପୋଲିସ। ପ୍ରଥମେ ମହିଳା ଥାନାରେ ରଞ୍ଜିତାଙ୍କୁ ୩ ଘଣ୍ଟା ଜେରା କରିଥିଲା। ତା’ପରେ ରଞ୍ଜିତାଙ୍କୁ ସଦର ଥାନାକୁ ଆଣି ସୁଶାନ୍ତ ସହ ସାମ୍ନାସାମ୍ନୀ ବସାଇ ଜେରା କରିଥିଲା ପୋଲିସ।

ଜେରା ସମୟରେ କାହିଁକି ବାଲିଘାଟ ମାଲିକ ବିଜୟ ପାଲଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା? ବିଜୟଙ୍କ ଛଡ଼ା ଆଉ କାହାକୁ ଟାର୍ଗେଟ କରାଯାଇଛି? ଚର୍ଚ୍ଚା ହେଉଥିବା କିଏ ସେ ରାଜନେତା ଓ ପୋଲିସ ଅଫିସରଙ୍କୁ ଟାର୍ଗେଟ କରାଯାଉଥିଲା, ହତ୍ୟା ପାଇଁ ଅଣାଯାଇଥିବା ୬୦ ରାଉଣ୍ଡ ଗୁଳି ଓ ୩ ବିଦେଶୀ ବନ୍ଧୁକ କେଉଁଠାରୁ ଅଣାଯାଇଥିଲା। ଏମିତି ଅନେକ ପ୍ରଶ୍ନ ସୁଶାନ୍ତ ଓ ରଞ୍ଜିତାକୁ ପୋଲିସ ଗୁଡ଼ାଇ ତୁଡେଇ ପଚାରିଥିଲା। ତେବେ ଏହି ପଚରାଉଚରା ସମୟରେ ସୁଶାନ୍ତ ବୟାନ ଆଧାରରେ ପୋଲିସ ଡି-ବ୍ରଦର୍ସଙ୍କ ଫେରାର ଥିବା ଖାସ ସହଯୋଗୀ କଣ୍ଣେର୍ଲି ଓରଫ ଆଶିଷ ବେହେରାକୁ ଗିରଫ କରିଛି। ଆଶିଷ ଡି-ବ୍ରଦର୍ସଙ୍କ ସହଯୋଗୀ ଭାବେ ଦୀର୍ଘଦିନ ଧରି କାମ କରୁଥିଲା। ଟେଣ୍ଡର ଫିକ୍ସିଂ, ଦାଦାବଟି, ଗୁଳିକାଣ୍ଡ ସହ ଡି-ବ୍ରଦର୍ସ ଗଢିଥିବା କଟକର ନଗର ଯୁବକ ସଂଘର ମଧ୍ୟ ଜଣେ ଆଗ ଧାଡିର ସଦସ୍ୟଭାବେ କାମ କରୁଥିଲା। ତେବେ ୩ ଦିନର ରିମାଣ୍ଡ ଅବଧି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ ହାତରେ ଲାଗିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story