ପ୍ରଭାତଙ୍କ ପାଇଁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

କଟକ (ଓଡ଼ିଶା ରିପୋର୍ଟର): ଚୌଦ୍ୱାର-କଟକ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନ ମାମଲାରେ କେସ୍ ଡାଏରୀ ଦାଖଲ କରିବା ପାଇଁ ସିବିଆଇକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛି। କେସ୍‌ ଡାଏରୀ ଦାଖଲ ହେବା ପରେ ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସିସୋର ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇ ପ୍ରଭାତ ଏବେ ଝାରପଡ଼ା ଜେଲରେ ଅଛନ୍ତି। ସିସୋର ଚିଟ୍‌ଫଣ୍ଡ ମାମଲାରେ ଜେରା କରିବା ପାଇଁ ଗତ ୧୮ ପ୍ରଭାତଙ୍କୁ ସିବିଆଇ ଗିରଫ କରିଥିଲା। ୧୯ […]

cbi pravat

cbi pravat

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 01:08 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଚୌଦ୍ୱାର-କଟକ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନ ମାମଲାରେ କେସ୍ ଡାଏରୀ ଦାଖଲ କରିବା ପାଇଁ ସିବିଆଇକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛି। କେସ୍‌ ଡାଏରୀ ଦାଖଲ ହେବା ପରେ ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସିସୋର ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇ ପ୍ରଭାତ ଏବେ ଝାରପଡ଼ା ଜେଲରେ ଅଛନ୍ତି।

ସିସୋର ଚିଟ୍‌ଫଣ୍ଡ ମାମଲାରେ ଜେରା କରିବା ପାଇଁ ଗତ ୧୮ ପ୍ରଭାତଙ୍କୁ ସିବିଆଇ ଗିରଫ କରିଥିଲା। ୧୯ ତାରିଖରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ପୋଲିସ୍‌ ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା। ପୂର୍ବରୁ ପ୍ରଭାତଙ୍କୁ ଏକାଧିକ ଥର ସିବିଆଇ ଜେରା କରିଥିଲା। ଏହାସହ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ମଧ୍ୟ ସିବିଆଇ ନିକଟରେ ହାଜର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story