ପ୍ରଭାତ ବିଶ୍ୱାଳଙ୍କୁ ନିୟମିତ ଜାମିନ

Prabhat-Biswal

କଟକ (ଗୌତମ ପଣ୍ଡା): ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟରୁ ନିୟମିତ ଜାମିନ ମିଳିଛି। ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି।

ଅନ୍ତରୀଣ ଜାମିନରେ ୨୫ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଦେବାକୁ ସର୍ତ୍ତ ଥିଲା। ଏହାସହ ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାର ଲାଗି ମଧ୍ୟ ସର୍ତ୍ତ ରହିଥିଲା। ପୂର୍ବରୁ ୨ ମାସ ଲାଗି ଅନ୍ତରୀଣ ଜାମିନ ପାଇଥିଲେ ପ୍ରଭାତ। ସିସୋର ଚିଟଫଣ୍ଡ ଠକେଇ ମାମଲାରେ ସେ ଗିରଫ ହୋଇଥିଲେ

Previous ArticleNext Article

Send this to a friend