ବ୍ୟାଙ୍କ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବ ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶରେ ନୋଟ୍ ଅଭାବ ସମସ୍ୟା ଦେଖାଦେଇଛି। ଏହାକୁ ନେଇ ବିଜେଡି, କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି। ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଭୁବନେଶ୍ୱରରେ ଏକ ପ୍ରେସମିଟ୍ କରି କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ଏହାର ପ୍ରତିବାଦରେ ଆସନ୍ତାକାଲି ସାରା ରାଜ୍ୟରେ ବିଜେଡି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବ। ଭୁବନେଶ୍ୱରରେ ରିଜର୍ଭ ବ୍ୟାଙ୍କ ଓ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ଆଗରେ ପ୍ରତିବାଦ କରାଯିବ। ଏଥିସହ ସବୁ ସବ୍‌ଡିଭିଜନ ଓ […]

vlcsnap-error687-720x430

vlcsnap-error687-720x430

Rakesh Mallick
  • Published: Friday, 20 April 2018
  • Updated: 20 April 2018, 10:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶରେ ନୋଟ୍ ଅଭାବ ସମସ୍ୟା ଦେଖାଦେଇଛି। ଏହାକୁ ନେଇ ବିଜେଡି, କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି। ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଭୁବନେଶ୍ୱରରେ ଏକ ପ୍ରେସମିଟ୍ କରି କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ଏହାର ପ୍ରତିବାଦରେ ଆସନ୍ତାକାଲି ସାରା ରାଜ୍ୟରେ ବିଜେଡି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବ। ଭୁବନେଶ୍ୱରରେ ରିଜର୍ଭ ବ୍ୟାଙ୍କ ଓ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ଆଗରେ ପ୍ରତିବାଦ କରାଯିବ। ଏଥିସହ ସବୁ ସବ୍‌ଡିଭିଜନ ଓ ବ୍ଲକରେ ଥିବା ବ୍ୟାଙ୍କ ସାମ୍ନାରେ ମଧ୍ୟ ପ୍ରତିବାଦ କରାଯିବ ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି।

ବିଜେଡିର ପ୍ରତିବାଦ ପ୍ରସ୍ତୁତିକୁ ସମାଲୋଚନା କରିଛି ବିଜେପି। ବିଜେଡି ରାଜ୍ୟବାସୀଙ୍କୁ ଆତଙ୍କିତ କରିବାକୁ ଚେଷ୍ଟା କରୁଛି ବୋଲି ଦଳ କହିଛି। ଏହି କାର୍ଯ୍ୟକ୍ରମକୁ କାଉଣ୍ଟର କରିବାକୁ ବିଜେପି ରାଜ୍ୟର ସମସ୍ତ ୧୧୩ଟି NAC ଓ ମ୍ୟୁନିସିପାଲିଟିରେ ରାଜ୍ୟ ସରକାରଙ୍କ ବିରୋଧରେ ଲଟ୍‌କା ଜାରି କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story