ପେଟ୍ରୋଲ ପମ୍ପ ଆଗରେ ବିଜେଡି କର୍ମୀଙ୍କ ଧାରଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ବଢ଼ି ଚାଲିଛି। ଏହାକୁ ପ୍ରତିବାଦ କରି ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ବିଜେଡିର ଯୁବ ଓ ଛାତ୍ରବାହିନୀ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆଯାଉଛି। ବିଜେଡି କର୍ମୀମାନେ ଲିଫଲେଟ୍ ବାଣ୍ଟି ଲୋକଙ୍କୁ ଏନେଇ ସଚେତନ କରାଉଛନ୍ତି।

Previous ArticleNext Article

Send this to a friend