ସୌମ୍ୟଙ୍କ ସମ୍ପତ୍ତି କେତେ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ସମୟରେ ସେ ଦାଖଲ କରିଥିବା ସତ୍ୟପାଠରେ ସଂପତ୍ତି ତାଲିକା ପ୍ରଦାନ କରିଛନ୍ତି। ସତ୍ୟପାଠ ଅନୁଯାୟୀ, ସୌମ୍ୟଙ୍କର ୬ କୋଟି ୫୭ ଲକ୍ଷ ୫୫ ହଜାର ଟଙ୍କାର ଅସ୍ଥାବର ଓ ୧୧ କୋଟି ୫୨ ଲକ୍ଷ ୭୫ ହଜାର ଟଙ୍କା ସ୍ଥାବର ସଂପତ୍ତି ରହିଛି। ସେହିପରି ତାଙ୍କ ପତ୍ନୀ ସୁଦତ୍ତା ପଟ୍ଟନାୟକଙ୍କ ନାଁରେ ୧ କୋଟି ୨୫ ଲକ୍ଷ ୮୭ ହଜାର […]

soumya

soumya

Rakesh Mallick
  • Published: Friday, 09 March 2018
  • Updated: 09 March 2018, 05:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ସମୟରେ ସେ ଦାଖଲ କରିଥିବା ସତ୍ୟପାଠରେ ସଂପତ୍ତି ତାଲିକା ପ୍ରଦାନ କରିଛନ୍ତି। ସତ୍ୟପାଠ ଅନୁଯାୟୀ, ସୌମ୍ୟଙ୍କର ୬ କୋଟି ୫୭ ଲକ୍ଷ ୫୫ ହଜାର ଟଙ୍କାର ଅସ୍ଥାବର ଓ ୧୧ କୋଟି ୫୨ ଲକ୍ଷ ୭୫ ହଜାର ଟଙ୍କା ସ୍ଥାବର ସଂପତ୍ତି ରହିଛି। ସେହିପରି ତାଙ୍କ ପତ୍ନୀ ସୁଦତ୍ତା ପଟ୍ଟନାୟକଙ୍କ ନାଁରେ ୧ କୋଟି ୨୫ ଲକ୍ଷ ୮୭ ହଜାର ଟଙ୍କାର ଅସ୍ଥାବର ସଂପତ୍ତି ଓ ୨ କୋଟି ୧୨ ଲକ୍ଷ ଟଙ୍କା ସ୍ଥାବର ସଂପତ୍ତି ରହିଛି। ସୌମ୍ୟଙ୍କର ୩ କୋଟି ଓ ତାଙ୍କ ପତ୍ନୀଙ୍କ ନାଁରେ ୬୮ ଲକ୍ଷ ଋଣ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos