ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କ ବିରୋଧରେ ଧମକ ଅଭିଯୋଗ

ପାଲଲହଡ଼ା (ଓଡ଼ିଶା ରିପୋର୍ଟର): ପାଲଲହଡ଼ାର ବିଜେଡି ବିଧାୟକ ମହେଶ ସାହୁ, ବିଜେପି କର୍ମୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଦଳ ପକ୍ଷରୁ ଏହି ଅଭିଯୋଗ କରାଯାଇଛି।

ଗତ ମଙ୍ଗଳବାର ଦିନ ପାଲଲହଡ଼ାରେ ବିଜୁ ଯୁବ ବାହିନୀର ପ୍ରଶିକ୍ଷଣ ଶିବିରକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତ ବେଳେ ତାଙ୍କୁ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା। ମନ୍ତ୍ରୀଙ୍କ ଗାଡ଼ି ଆଗକୁ ଆସି ବିଜେପି କର୍ମୀମାନେ କଳାପତାକା ପ୍ରଦର୍ଶନ କରିଥିଲେ। ଏହି ସମୟରେ ମନ୍ତ୍ରୀଙ୍କ  ଗାଡ଼ି ପଛରେ ବସିଥିବା ବିଧାୟକ ମହେଶ ସାହୁ ଅଙ୍ଗୁଳି ଦେଖାଇ ଧମକ ଦେଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ଆନ୍ଦୋଳନକାରୀଙ୍କ ବିରୋଧରେ ଏପ୍ରକାର ମନୋଭାବକୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି।

Ordigital Desk
• Published: Thursday, 16 August 2018
• Updated: 16 August 2018, 08:40 AM IST

Sports

Latest News

ପାଲଲହଡ଼ା (ଓଡ଼ିଶା ରିପୋର୍ଟର): ପାଲଲହଡ଼ାର ବିଜେଡି ବିଧାୟକ ମହେଶ ସାହୁ, ବିଜେପି କର୍ମୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଦଳ ପକ୍ଷରୁ ଏହି ଅଭିଯୋଗ କରାଯାଇଛି।

ଗତ ମଙ୍ଗଳବାର ଦିନ ପାଲଲହଡ଼ାରେ ବିଜୁ ଯୁବ ବାହିନୀର ପ୍ରଶିକ୍ଷଣ ଶିବିରକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଗସ୍ତ ବେଳେ ତାଙ୍କୁ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା। ମନ୍ତ୍ରୀଙ୍କ ଗାଡ଼ି ଆଗକୁ ଆସି ବିଜେପି କର୍ମୀମାନେ କଳାପତାକା ପ୍ରଦର୍ଶନ କରିଥିଲେ। ଏହି ସମୟରେ ମନ୍ତ୍ରୀଙ୍କ  ଗାଡ଼ି ପଛରେ ବସିଥିବା ବିଧାୟକ ମହେଶ ସାହୁ ଅଙ୍ଗୁଳି ଦେଖାଇ ଧମକ ଦେଇଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ଆନ୍ଦୋଳନକାରୀଙ୍କ ବିରୋଧରେ ଏପ୍ରକାର ମନୋଭାବକୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos