ବିଜେପି-ବିଜେପି ପିଟାପିଟି

<p>ନୟାଗଡ଼ (ଓଡ଼ିଶା ରିପୋର୍ଟର): ବିଜେପି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଗୋଟିଏ ଗୋଷ୍ଠୀ ମିଟିଂ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ଆକ୍ରମଣ କରିଥିଲା। ଉଭୟ ପକ୍ଷର କର୍ମୀଙ୍କ ମଧ୍ୟରେ ବିଧା, ଚାପୁଡ଼ା ଓ ମୁଥ ମାଡ଼ ହୋଇଥିଲା।</p> <p>&lt;a href=&quot;&quot;&gt;(image) &lt;/a&gt;&lt;a href=&quot;http://odishareporter.in/wp-content/uploads/2018/06/vlcsnap-2018-06-24-16h52m58s280.png&quot;&gt;(image) &lt;/a&gt;ନୟାଗଡ଼ର ଏକ ହୋଟେଲ୍&zwnj;ରେ ଆଜି ବୈଠକ ଚାଲିଥିଲେ। ଗୋଟିଏ ଗୋଷ୍ଠୀକୁ ଏହି ଗଣ୍ଡଗୋଳ ହୋଇଥିଲା। ମାରପିଟରେ କିଛି କର୍ମୀଙ୍କ ମୁଣ୍ଡ ମଧ୍ୟ ଫାଟିଛି। ଚେୟାର ଭାଙ୍ଗିଛି। ଚେୟାର ଉଠାଇ କର୍ମୀମାନେ ପରସ୍ପରକୁ ମାରୁଥିବା ଦେଖିବାକୁ ମିଳିଥିଲା।</p>

Ordigital Desk
  • Published: Sunday, 24 June 2018
  • Updated: 24 June 2018, 04:57 PM IST

Sports

Latest News

<p>ନୟାଗଡ଼ (ଓଡ଼ିଶା ରିପୋର୍ଟର): ବିଜେପି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଗୋଟିଏ ଗୋଷ୍ଠୀ ମିଟିଂ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ଆକ୍ରମଣ କରିଥିଲା। ଉଭୟ ପକ୍ଷର କର୍ମୀଙ୍କ ମଧ୍ୟରେ ବିଧା, ଚାପୁଡ଼ା ଓ ମୁଥ ମାଡ଼ ହୋଇଥିଲା।</p><p>&lt;a href=&quot;&quot;&gt;(image) &lt;/a&gt;&lt;a href=&quot;http://odishareporter.in/wp-content/uploads/2018/06/vlcsnap-2018-06-24-16h52m58s280.png&quot;&gt;(image) &lt;/a&gt;ନୟାଗଡ଼ର ଏକ ହୋଟେଲ୍&zwnj;ରେ ଆଜି ବୈଠକ ଚାଲିଥିଲେ। ଗୋଟିଏ ଗୋଷ୍ଠୀକୁ ଏହି ଗଣ୍ଡଗୋଳ ହୋଇଥିଲା। ମାରପିଟରେ କିଛି କର୍ମୀଙ୍କ ମୁଣ୍ଡ ମଧ୍ୟ ଫାଟିଛି। ଚେୟାର ଭାଙ୍ଗିଛି। ଚେୟାର ଉଠାଇ କର୍ମୀମାନେ ପରସ୍ପରକୁ ମାରୁଥିବା ଦେଖିବାକୁ ମିଳିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos