ବିମୁଦ୍ରାକରଣ ଘୋଷଣା ପୂର୍ବରୁ ବିଜେପି ବିଭିନ୍ନ ଜାଗାରେ ଜମି କିଣିଛି: ସକିଲ ଅହମ୍ମଦ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ପ୍ରସଙ୍ଗ ନେଇ ଏଆଇସିସି ମୁଖପାତ୍ର ସକିଲ ଅହମ୍ମଦ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ  କହିଛନ୍ତି, “୫୦୦ ଓ ୧୦୦୦ ଟଙ୍କିଆ ଅଚଳ ହେବା ଯୋଗୁଁ ବ୍ୟାଙ୍କ ସମ୍ମୁଖରେ ଧାଡ଼ିରେ ଛିଡ଼ା ହୋଇ ୮୦ ଜଣଙ୍କର ମୃତ୍ୟୁ  ହୋଇଛି।  ଏହି ୮୦ ଜଣଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ହେବ?  ସେ ଆହୁରି କହିଛନ୍ତି,“ବିମୁଦ୍ରାକରଣ ଯୋଗୁଁ ୫କୋଟି ଲୋକ ବେରୋଜଗାର ହୋଇଛନ୍ତି। ବିମୁଦ୍ରାକରଣ ଘୋଷଣା […]

bjp

bjp

Rakesh Mallick
  • Published: Monday, 05 December 2016
  • Updated: 05 December 2016, 10:41 PM IST

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ପ୍ରସଙ୍ଗ ନେଇ ଏଆଇସିସି ମୁଖପାତ୍ର ସକିଲ ଅହମ୍ମଦ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ସେ  କହିଛନ୍ତି, “୫୦୦ ଓ ୧୦୦୦ ଟଙ୍କିଆ ଅଚଳ ହେବା ଯୋଗୁଁ ବ୍ୟାଙ୍କ ସମ୍ମୁଖରେ ଧାଡ଼ିରେ ଛିଡ଼ା ହୋଇ ୮୦ ଜଣଙ୍କର ମୃତ୍ୟୁ  ହୋଇଛି।  ଏହି ୮୦ ଜଣଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ହେବ?

 ସେ ଆହୁରି କହିଛନ୍ତି,“ବିମୁଦ୍ରାକରଣ ଯୋଗୁଁ ୫କୋଟି ଲୋକ ବେରୋଜଗାର ହୋଇଛନ୍ତି। ବିମୁଦ୍ରାକରଣ ଘୋଷଣା ପୂର୍ବରୁ ବିଜେପି ବିଭିନ୍ନ ଜାଗାରେ ଜମି କିଣିଛି। ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ଏହାର ତଦନ୍ତ କରାଯାଉ।”

ସକିଲ କହିଛନ୍ତି, “ବିମୁଦ୍ରାକରଣ ନାଁରେ ମୋଦି ୮ଲକ୍ଷ କୋଟି ଟଙ୍କା ଭଷ୍ଟ୍ରାଚାର କରିଛନ୍ତି। ସରକାର କୌଣସି ଯୋଜନା ଘୋଷଣା କଲେ ତାହା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥାଏ। କିନ୍ତୁ ଗାଁରେ ୧୦ ଜଣ ଲୋକ ବେରୋଜଗାର  ହୋଇଗଲେ  ତାହା ଗଣମାଧ୍ୟମରେ  ଚର୍ଚ୍ଚା ହୋଇ ନ ଥାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story