ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ରାଜନୈତିକ ଲିଙ୍କ୍‌ ନାହିଁ: ଏସ୍‌ପି

ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ସୋହେଲାରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚାର ସମ୍ପାଦକ ଇରାସିସ୍ ଆଚାର୍ଯ୍ୟ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ ପଟେଲଙ୍କୁ ଆକ୍ରମଣ ଘଟଣାରେ କୌଣସି ରାଜନୈତିକ ଲିଙ୍କ୍ ନାହିଁ। ବରଗଡ଼ ଅତିରିକ୍ତ ଏସ୍‌ପି ଯଶୋବନ୍ତ ସେନାପତି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଏହାସହ ସେ କହିଛନ୍ତି, “ପୃଥକ ପୃଥକ ଏତଲା ଆଧାରରେ ୨ଟି ମାମଲା ରୁଜୁ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କର […]

sohela

sohela

Rakesh Mallick
  • Published: Sunday, 01 April 2018
  • Updated: 01 April 2018, 04:56 PM IST

Sports

Latest News

ବରଗଡ଼ (ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ସୋହେଲାରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚାର ସମ୍ପାଦକ ଇରାସିସ୍ ଆଚାର୍ଯ୍ୟ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ ପଟେଲଙ୍କୁ ଆକ୍ରମଣ ଘଟଣାରେ କୌଣସି ରାଜନୈତିକ ଲିଙ୍କ୍ ନାହିଁ। ବରଗଡ଼ ଅତିରିକ୍ତ ଏସ୍‌ପି ଯଶୋବନ୍ତ ସେନାପତି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଏହାସହ ସେ କହିଛନ୍ତି, “ପୃଥକ ପୃଥକ ଏତଲା ଆଧାରରେ ୨ଟି ମାମଲା ରୁଜୁ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କର କୌଣସି ପଲଟିକାଲ ଲିଙ୍କ ନାହିଁ।”

ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ସନ୍ତୋଷ ସୁନା ନାମକ ଜଣେ ଅଭିଯୁକ୍ତ ଇରାସିସ୍ ଆଚାର୍ଯ୍ୟଙ୍କ ବିରୋଧରେ ଏକ ଏତଲା ଦେଇଛନ୍ତି। ତାଙ୍କୁ ଇରାସିସ୍ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିବା ସେ ଅଭିଯୋଗ କରିଛନ୍ତି ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି।

ଅନ୍ୟପକ୍ଷରେ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦରେ ବରଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଦଳ ପକ୍ଷରୁ ଗଣଧାରଣା ଦିଆଯାଇଛି। ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡଙ୍ଗୀଙ୍କ ନେତୃତ୍ୱରେ ବିଜେପି ନେତା ଓ କର୍ମୀ ଏଥିରେ ସାମିଲ ହୋଇଛନ୍ତି। ଏହି ଘଟଣାରେ ବିଜେଡି ଏବଂ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହାତ ଥିବା ଅଭିଯୋଗ ଦଳ ଅଭିଯୋଗ କରିବା ସହ ଏହାର ନ୍ୟାୟିକ ତଦନ୍ତ ଓ ସୁଶାନ୍ତ ସିଂଙ୍କ ଗିରଫ ଦାବି କରିଛି।

ତେବେ ଏହି ଘଟଣାକୁ ନେଇ ମନ୍ତ୍ରୀ ସିଂ ବିଜେପିକୁ ଟାର୍ଗେଟ କରିଛନ୍ତି। ନିର୍ବାଚନ ପୂର୍ବରୁ ଦଙ୍ଗା, ଗୁଣ୍ଡାଗିରି ଏବଂ ହତ୍ୟା କରି କ୍ଷମତାକୁ ଆସିବାକୁ ବିଜେପି ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି।

https://www.youtube.com/watch?v=iPZSLfBmxN8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story