୬ରେ ଓଡ଼ିଶା ଆସିବେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୬ ତାରିଖରେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ବିଜୟା ରହାତକର ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚାଲିଥିବା ‘ମହିଳା ସୁରକ୍ଷା ଯାତ୍ରା’ରେ ଯୋଗଦେବା ପାଇଁ ସେ ଓଡ଼ିଶା ଆସୁଛନ୍ତି। ଆସନ୍ତା ୬ ତାରିଖରେ ସୁରକ୍ଷା ଯାତ୍ରାର ସମାପନ ଦିବସରେ ଯୋଗ ଦେଇ ସେ ମାହାଙ୍ଗା, ବଡ଼ମ୍ବା ଏବଂ ସାଲେପୁର ଆଦି ଅଞ୍ଚଳରେ ସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ସାଂସଦ ତଥା ଅଭିନେତ୍ରୀ ରୂପା […]

bjp

bjp

Ordigital Desk
  • Published: Monday, 04 June 2018
  • Updated: 04 June 2018, 06:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୬ ତାରିଖରେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ବିଜୟା ରହାତକର ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚାଲିଥିବା ‘ମହିଳା ସୁରକ୍ଷା ଯାତ୍ରା’ରେ ଯୋଗଦେବା ପାଇଁ ସେ ଓଡ଼ିଶା ଆସୁଛନ୍ତି। ଆସନ୍ତା ୬ ତାରିଖରେ ସୁରକ୍ଷା ଯାତ୍ରାର ସମାପନ ଦିବସରେ ଯୋଗ ଦେଇ ସେ ମାହାଙ୍ଗା, ବଡ଼ମ୍ବା ଏବଂ ସାଲେପୁର ଆଦି ଅଞ୍ଚଳରେ ସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ସାଂସଦ ତଥା ଅଭିନେତ୍ରୀ ରୂପା ଗାଙ୍ଗୁଲି ମଧ୍ୟ ମହିଳା ସୁରକ୍ଷା ଯାତ୍ରାରେ ଯୋଗଦେବା ପାଇଁ ରବିବାର ଭୁବନେଶ୍ୱର ଆସିଛନ୍ତି। ଚିଲିକାଠାରେ ଆୟୋଜିତ ସମାବେଶରେ ସେ ଯୋଗଦେଇ ଉଦବୋଧନ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos