ବିଜେପିର ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ରଥ ଭୁବନେଶ୍ୱରରୁ ଖୋର୍ଦ୍ଧା ଗଲା

ଭୁବନେଶ୍ୱର: ଶ୍ରୀଜିଉଙ୍କ ବ୍ରହ୍ମ ବିଭ୍ରାଟ ପ୍ରତିବାଦରେ ବିଜେପି ପକ୍ଷରୁ ଆରମ୍ଭ କରାଯାଇଥିବା ସସ୍ତାହେ ବ୍ୟାପୀ ଶ୍ରୀଜଗନ୍ନଥ ସଂସ୍କୃତି ସୁରକ୍ଷା ଯାତ୍ରାର ରବିବାର ଥିଲା ଷଷ୍ଠ ଦିନ । ଏହି ଅବସରରେ ରବିବାର ଭୁବନେଶ୍ୱର ଜାଗମରାରୁ ରଥ ବାହାରି ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଛି । ରଥ ଚନ୍ଦକା ଓ ଖୋର୍ଦ୍ଧା ଦେଇ ରଣପୁରରେ ପହଞ୍ଚିବ । ସେଠାରୁ ବୋଲଗଡ଼ ଓ ନୟାଗଡ଼ ଯିବା ପରେ ପୁଣି ଭୁବନେଶ୍ୱର ଫେରିଆସିବ। ସୋମବାର ରଥ ସୁଦର୍ଶନଙ୍କ ଦାରୁ ସ୍ଥଳ ବାଳକାଟି […]

bjp

bjp

Rakesh Mallick
  • Published: Sunday, 05 July 2015
  • Updated: 05 July 2015, 09:12 AM IST

Sports

Latest News

ଭୁବନେଶ୍ୱର: ଶ୍ରୀଜିଉଙ୍କ ବ୍ରହ୍ମ ବିଭ୍ରାଟ ପ୍ରତିବାଦରେ ବିଜେପି ପକ୍ଷରୁ ଆରମ୍ଭ କରାଯାଇଥିବା ସସ୍ତାହେ ବ୍ୟାପୀ ଶ୍ରୀଜଗନ୍ନଥ ସଂସ୍କୃତି ସୁରକ୍ଷା ଯାତ୍ରାର ରବିବାର ଥିଲା ଷଷ୍ଠ ଦିନ । ଏହି ଅବସରରେ ରବିବାର ଭୁବନେଶ୍ୱର ଜାଗମରାରୁ ରଥ ବାହାରି ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଛି । ରଥ ଚନ୍ଦକା ଓ ଖୋର୍ଦ୍ଧା ଦେଇ ରଣପୁରରେ ପହଞ୍ଚିବ । ସେଠାରୁ ବୋଲଗଡ଼ ଓ ନୟାଗଡ଼ ଯିବା ପରେ ପୁଣି ଭୁବନେଶ୍ୱର ଫେରିଆସିବ। ସୋମବାର ରଥ ସୁଦର୍ଶନଙ୍କ ଦାରୁ ସ୍ଥଳ ବାଳକାଟି ନିକଟ ଗଡ଼ କଣ୍ଟୁଣିଆରେ ପହଞ୍ଚିବା ପରେ ସେଠାରେ ଯାତ୍ରା ସମାପନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos