ବିନ୍ଦୁସାଗରର ପୁନରୁଦ୍ଧାର ପାଇଁ ବିଜେପିର ଜଳ ସତ୍ୟାଗ୍ରହ

silent-protest-for-water-conservation

ଭୁବନେଶ୍ୱର: ଭୁବନେଶ୍ୱରର ବିନ୍ଦୁସାଗର ପୋଖରୀର ପୁନରୁଦ୍ଧାର ପାଇଁ ବିଜେପି ପକ୍ଷରୁ ଆଜି ଜଳ ସତ୍ୟାଗ୍ରହ କରାଯାଇଛି।  ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଧରି ଏହି ଜଳ ସତ୍ୟାଗ୍ରହ କରାଯାଇଥିଲା। ଏଥିରେ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ସମେତ ଅନ୍ୟ ନେତା ଓ କର୍ମୀମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ। ବିନ୍ଦୁସାଗରକୁ ପ୍ରଦୂଷଣମୁକ୍ତ କରି ଏହାର ତୁରନ୍ତ ପୁନରୁଦ୍ଧାର ପାଇଁ ବିଜେପି ନେତାମାନେ ଦାବି କରିଥିଲେ।

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend