ଏସସିବିରେ ଡାଉନ ହେଇଗଲା ବ୍ଲଡ୍ ବ୍ୟାଙ୍କ

scb

କଟକ (ଓଡ଼ିଶା ରିପୋର୍ଟର): କଟକ  ବଡ଼ ଡାକ୍ତରଖାନାରେ (ଏସସିବି) ରେ ବ୍ଲଡ ବ୍ୟାଙ୍କରୁ ରକ୍ତ ମିଳୁନି।  ରକ୍ତ ଭଣ୍ଡାରର ଏକ ମେସିନ୍ ଖରାପ ହୋଇଥିବା କାରଣରୁ ରକ୍ତ ମିଳୁ ନ ଥିବା ସୂଚନା ମିଳିଛି। କାଲିଠାରୁ ମେସିନ୍ ଖରାପ ଯୋଗୁ ରକ୍ତ ପରୀକ୍ଷା ହୋଇପାରୁନି। ଫଳରେ ଶହ ଶହ ରୋଗୀ ରକ୍ତ ଭଣ୍ଡାରରୁ ରକ୍ତ ନ ପାଇ ହଇରାଣ ହରକତ ହେଉଛନ୍ତି।

 

 

 

Previous ArticleNext Article

Send this to a friend