ରତ୍ନଭଣ୍ଡାରରେ ‘ରକ୍ତ ଛିଟା’ ଲାଗିଛି: ମହାପ୍ରଭୁଙ୍କ ମହାସ୍ନାନ ହେବ

ପୁରୀ (ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ରକ୍ତଭଣ୍ଡାରରେ ରକ୍ତର ଛିଟା ଲାଗିଛି। ଯାଞ୍ଚ ପାଇଁ ଯାଇଥିବା ବେଳେ କୋର କମିଟି ସଦସ୍ୟ ଜିସି ମିତ୍ର ପଡ଼ିଯିବାରୁ ରତ୍ନଭଣ୍ଡାରର ବାହାର ଭଣ୍ଡାରରେ ଏହି ରକ୍ତି ଛିଟା ଲାଗିଲା। ଏବେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ। ଏପରି କିଛି ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ସେବାୟତ ଦାମୋଦର ପଧାନୀ। ଆଜି ଯାଞ୍ଚ ପାଇଁ ରତ୍ନଭଣ୍ଡାରରେ ପ୍ରବେଶ କରିବା ପରେ ଜିସି ମିତ୍ର ଝୁଣ୍ଟି ପଡ଼ି ଯାଇଥିଲେ। ଏପରିକି ସେ ବେହୋସ ହୋଇଯାଇଥିବା କୁହାଯାଉଛି। ଆହତ […]

puri12

puri12

Rakesh Mallick
  • Published: Wednesday, 04 April 2018
  • Updated: 04 April 2018, 10:55 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ରକ୍ତଭଣ୍ଡାରରେ ରକ୍ତର ଛିଟା ଲାଗିଛି। ଯାଞ୍ଚ ପାଇଁ ଯାଇଥିବା ବେଳେ କୋର କମିଟି ସଦସ୍ୟ ଜିସି ମିତ୍ର ପଡ଼ିଯିବାରୁ ରତ୍ନଭଣ୍ଡାରର ବାହାର ଭଣ୍ଡାରରେ ଏହି ରକ୍ତି ଛିଟା ଲାଗିଲା। ଏବେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ। ଏପରି କିଛି ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ସେବାୟତ ଦାମୋଦର ପଧାନୀ।

ଆଜି ଯାଞ୍ଚ ପାଇଁ ରତ୍ନଭଣ୍ଡାରରେ ପ୍ରବେଶ କରିବା ପରେ ଜିସି ମିତ୍ର ଝୁଣ୍ଟି ପଡ଼ି ଯାଇଥିଲେ। ଏପରିକି ସେ ବେହୋସ ହୋଇଯାଇଥିବା କୁହାଯାଉଛି। ଆହତ ହେବା ପରେ ତାଙ୍କୁ ବାହାରକୁ ଅଣାଯାଇଥିଲା।

ଅନ୍ୟପକ୍ଷରେ ଜିସି ମିତ୍ର ଆହତ ହୋଇ ନଥିବା କଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଥିଲେ। ଏହାର ଉତ୍ତର ଦେବାକୁ ଯାଇ ଦାମୋଦର ପଧାନୀ କହିଛନ୍ତି, “ଜିସି ମିତ୍ର ପଡ଼ିଯିବା ପରେ ତାଙ୍କ ଚିତ୍କାର ବାହାରକୁ ଆସିଥିଲା। ଯଦି ମୁଖ୍ୟ ପ୍ରଶାସକଙ୍କ କଥା ସତ୍ୟ, ଏକଥା ପଦାକୁ ଆସିଲା କିପରି ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story