ହାଇଟେକ୍‌ ହେଲା ବୋର୍ଡ଼: ଏଣିକି ପରୀକ୍ଷା ସରୁସରୁ ମିଳିବ ସବୁତଥ୍ୟ

କଟକ(ଓଡ଼ିଶା ରିପୋର୍ଟର): ମାଟ୍ରିକ ପରୀକ୍ଷା ସମ୍ପର୍କିତ ଟିକିନିଖି ଖବର ଏଣିକି ଖୁବ କମ୍ ସମୟ ଭିତରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପାଖରେ ପହଞ୍ଚିବ। ଅନ ଲାଇନ ଇନଫର୍ମେସନ୍ ଟ୍ରାନ୍ସଫର୍ ଯୋଜନାରେ ଏହି ସବୁ ଖବର ଖୁବ୍‌ କମୟରେ ବୋର୍ଡ ପାଖରେ ପହଞ୍ଚି ପାରିବ। ଏନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି। ଚଳିତବର୍ଷ ରାଜ୍ୟରେ ୨୮୧୮ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ହେବ। କେନ୍ଦ୍ର ଗୁଡ଼ିକରେ ପରୀକ୍ଷା ସରିବାର ଅଳ୍ପ ସମୟ ମଧ୍ୟରେ […]

Matric

Matric

Rakesh Mallick
  • Published: Monday, 19 February 2018
  • Updated: 19 February 2018, 05:58 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ମାଟ୍ରିକ ପରୀକ୍ଷା ସମ୍ପର୍କିତ ଟିକିନିଖି ଖବର ଏଣିକି ଖୁବ କମ୍ ସମୟ ଭିତରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପାଖରେ ପହଞ୍ଚିବ। ଅନ ଲାଇନ ଇନଫର୍ମେସନ୍ ଟ୍ରାନ୍ସଫର୍ ଯୋଜନାରେ ଏହି ସବୁ ଖବର ଖୁବ୍‌ କମୟରେ ବୋର୍ଡ ପାଖରେ ପହଞ୍ଚି ପାରିବ। ଏନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି।

ଚଳିତବର୍ଷ ରାଜ୍ୟରେ ୨୮୧୮ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ହେବ। କେନ୍ଦ୍ର ଗୁଡ଼ିକରେ ପରୀକ୍ଷା ସରିବାର ଅଳ୍ପ ସମୟ ମଧ୍ୟରେ ବୋର୍ଡ କଣ୍ଟ୍ରୋଲ ରୁମ୍‌ରେ ପହଞ୍ଚିବ ସମସ୍ତ ସୂଚନା। ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥିଙ୍କ ଅନୁପସ୍ଥିତ ସଂଖ୍ୟା, ମାଲ୍ ପ୍ରାକ୍ଟିସରେ ଧରାପଡ଼ୁଥିବା ପିଲାଙ୍କ ସଂଖ୍ୟା, ପରୀକ୍ଷା ପରିଚାଳନାରେ ସମ୍ପୃକ୍ତ ଶିକ୍ଷକଙ୍କ ସୂଚନା, ସବଜେକ୍ଟ ଚେଞ୍ଜ କରିଥିବା ପରୀକ୍ଷାର୍ଥୀଙ୍କ ନାମ ଓ ସଂଖ୍ୟା ପ୍ରମୁଖ ସୂଚନା ବୋର୍ଡରେ ଅଳ୍ପ ସମୟ ଭିତରେ ପହଞ୍ଚି ପାରିବ। ଯେଉଁ ପରୀକ୍ଷା କେନ୍ଦ୍ରରେ କମ୍ପ୍ୟୁଟର ଅଥବା ବିଦ୍ୟୁତ୍ ସେବାର ବ୍ୟବସ୍ଥା ନଥିବ ସେଠାରେ ଆଣ୍ଡ୍ରଏଡ୍‌ ଫେ।ନ ମାଧ୍ୟମରେ କେନ୍ଦ୍ର ମୁଖ୍ୟ ସମସ୍ତ ସୂଚନା ପ୍ରେରଣ କରିପାରିବେ। ଏଥିପାଇଁ ବୋର୍ଡର ୱେବସାଇଟ www.bseodisha.ac.n ରେ ଲଗ୍ ଇନ୍ କରି ଲିଙ୍କ୍ ଫଲୋ କରିବାକୁ ହେବ। କେବଳ ସେତିକି ନୁହେଁ, ଏହି ଲିଙ୍କ୍ ସହିତ ବୋର୍ଡ କର୍ତ୍ତୃପକ୍ଷ ରାଜ୍ୟର ୩୦ଟି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଯୋଡି ଛନ୍ତି। ତେବେ ଅପରାହ୍ଣ ୩ ଟା ପୂର୍ବରୁ ଏହି ଲିଙ୍କରେ ସୂଚନା ପ୍ରଦାନ କରିବାକୁ ହେବ। ଏହାଦ୍ୱାରା ପରୀକ୍ଷାଫଳ ପ୍ରକାଶନ ଆହୁରି ସହଜ ଓ ଶୀଘ୍ର ହେବ। ପୂର୍ବରୁ ଏହି ସବୁ ସୂଚନା ବିଳମ୍ୱ ଓ ନିର୍ଭୁଲ ଭାବେ ପହଞ୍ଚି ଥିଲା। ଯାହାଫଳରେ ବୋର୍ଡ଼ ନାନା ଅସୁବିଧା ସମ୍ମୁଖୀନ ହେଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story