ବଲାଙ୍ଗିର: ଖପ୍ରାଖୋଲ ଅଞ୍ଚଳରେ ମାଓ ବ୍ୟାନର୍

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ମାଓ ବ୍ୟାନର୍ ଦେଖିବାକୁ ମିଳିଛି। ଆଜି ଖପ୍ରାଖୋଲ ବ୍ଲକ୍ ତେଲେନପାଲି ଗାଁରେ ଦୁଇଟି ଲାଲବାହୀନି ବ୍ୟାନର୍ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏଥିରେ ଲୋୟର୍ ସୁକତେଲ୍ ଓ ପୁଝାରୀପାଲି ଡ୍ୟାମ୍ ନିର୍ମାଣ ତଥା ଗନ୍ଧମାର୍ଦ୍ଦନ ପର୍ବତରୁ ଖନନକୁ ବିରୋଧ କରାଯାଇଛି। ଏଥିସହ ବିସ୍ଥାପନ ବିରୋଧରେ ଜନ ପ୍ରତିରୋଧ ତୀବ୍ର କରିବାକୁ ଆହ୍ୱାନ ଦିଆଯାଇଛି। ତା’ସହ ବ୍ୟାନର ତଳେ ବଲାଙ୍ଗିର, ବରଗଡ ଓ ମହାସମୁନ୍ଦ ଡିଭିଜନାଲ କମିଟି, (ମାଓବାଦୀ) ଲେଖାଯାଇଛି ।  ସେହିପରି […]

andhra-pradesh

andhra-pradesh

Rakesh Mallick
  • Published: Tuesday, 14 July 2015
  • Updated: 14 July 2015, 06:43 AM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ମାଓ ବ୍ୟାନର୍ ଦେଖିବାକୁ ମିଳିଛି। ଆଜି ଖପ୍ରାଖୋଲ ବ୍ଲକ୍ ତେଲେନପାଲି ଗାଁରେ ଦୁଇଟି ଲାଲବାହୀନି ବ୍ୟାନର୍ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏଥିରେ ଲୋୟର୍ ସୁକତେଲ୍ ଓ ପୁଝାରୀପାଲି ଡ୍ୟାମ୍ ନିର୍ମାଣ ତଥା ଗନ୍ଧମାର୍ଦ୍ଦନ ପର୍ବତରୁ ଖନନକୁ ବିରୋଧ କରାଯାଇଛି। ଏଥିସହ ବିସ୍ଥାପନ ବିରୋଧରେ ଜନ ପ୍ରତିରୋଧ ତୀବ୍ର କରିବାକୁ ଆହ୍ୱାନ ଦିଆଯାଇଛି। ତା’ସହ ବ୍ୟାନର ତଳେ ବଲାଙ୍ଗିର, ବରଗଡ ଓ ମହାସମୁନ୍ଦ ଡିଭିଜନାଲ କମିଟି, (ମାଓବାଦୀ) ଲେଖାଯାଇଛି ।  ସେହିପରି କିଛି ଦିନ ତଳେ ଖପ୍ରାଖୋଲ ଅଞ୍ଚଳରେ ହୋଇଥିବା କେନ୍ଦୁପତ୍ର ପୋଡି ଘଟଣାରେ ମାଓବାଦୀ ପାର୍ଟିର ସମ୍ପୃକ୍ତି ନାହିଁ ବୋଲି ଏଥିରେ ଦର୍ଶାଯାଇଛି। ଗତ ଜୁନ ୧୨ ତାରିଖରେ ତେଲେନପାଲିରେ ଥିବା ଦେଶୀ ମଦ ଭାଟିକୁ ପୋଡି ଦେଇଥିବା ବେଳେ ଏବେ ବ୍ୟାନର ଲାଗିବାକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story