ବଲାଙ୍ଗିରରେ ଅନୁଷ୍ଠିତ ହେଲା ପଶ୍ଚିମ ଓଡ଼ିଶା ବିୟୁଟିସିଆନ କର୍ମଶାଳା

ବଲାଙ୍ଗିର(ସସ୍ମିତା ସାହୁ): ଅନେକ ଯୁବତୀ ବଧୂ ବେଶରେ ଦିଶୁଥିଲେ ଫିଲ୍ମ ହିରୋଇନଙ୍କ ଭଳି। ଏହା ହୋଇଥିଲା ମେକଅପ ଆର୍ଟିଷ୍ଟଙ୍କ କମାଲ ଯୋଗୁଁ । ନିଜ ହାତର ଯାଦୁ ମାଧ୍ୟମରେ ବିଉଟିସିଆନମାନେ ବଲାଙ୍ଗିରରର ଏହି ଯୁବତୀମାନଙ୍କୁ କଣ୍ଢେଇ ଭଳି ସଜେଇ ଦେଇଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ବଲାଙ୍ଗିରରେ। ଦେଶରେ ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି।  ଏମିତି ସମୟରେ ବେକାର ଯୁବତୀମାନଙ୍କ ପାଇଁ କର୍ମସଂସ୍ଥାନର ସମ୍ଭାବନା ସୃଷ୍ଟି କରିଛି […]

pvy

pvy

Rakesh Mallick
  • Published: Sunday, 15 April 2018
  • Updated: 15 April 2018, 08:29 PM IST

Sports

Latest News

ବଲାଙ୍ଗିର(ସସ୍ମିତା ସାହୁ): ଅନେକ ଯୁବତୀ ବଧୂ ବେଶରେ ଦିଶୁଥିଲେ ଫିଲ୍ମ ହିରୋଇନଙ୍କ ଭଳି। ଏହା ହୋଇଥିଲା ମେକଅପ ଆର୍ଟିଷ୍ଟଙ୍କ କମାଲ ଯୋଗୁଁ । ନିଜ ହାତର ଯାଦୁ ମାଧ୍ୟମରେ ବିଉଟିସିଆନମାନେ ବଲାଙ୍ଗିରରର ଏହି ଯୁବତୀମାନଙ୍କୁ କଣ୍ଢେଇ ଭଳି ସଜେଇ ଦେଇଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ବଲାଙ୍ଗିରରେ।

ଦେଶରେ ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି।  ଏମିତି ସମୟରେ ବେକାର ଯୁବତୀମାନଙ୍କ ପାଇଁ କର୍ମସଂସ୍ଥାନର ସମ୍ଭାବନା ସୃଷ୍ଟି କରିଛି ପ୍ରସାଧନ ଶିଳ୍ପ। ଅନେକ ଯୁବତୀ ବିଉଟିପାର୍ଲର ଖୋଲି ଦୁଇ ପଇସା ରୋଜଗାର କରି ପାରୁଛନ୍ତି।  କିନ୍ତୁ ଧୀରେ ଧୀରେ ଆଧୁନିକ ଯୁଗରେ ଅତ୍ୟାଧୁନିକ ମେକଅପର ଆବଶ୍ୟକତା ପଡୁଛି। ତେଣୁ ଯୁଗ ସହିତ ଖାପ ଖୁଆଇବା ପାଇଁ ଓଡିଶା ବିଉଟିସିଆନ ସଂଘ ତରଫରୁ ବଲାଙ୍ଗିର ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ହୋଇଛି ଏକଦିବସୀୟ ପଶ୍ଚିମ ଓଡିଶାସ୍ତରୀୟ ବିଉଟିସିଆନ କର୍ମଶାଳା।

ଏହି କର୍ମଶାଳାରେ ପଶ୍ଚିମ ଓଡିଶାର ପ୍ରତ୍ୟେକ ଜିଲାର ପ୍ରାୟ ୧୫୦ ଜଣ ନାଁ କରା ବିଉଟିସିଆନ ଭାଗ ନେଇଥିଲେ।  ମୁମ୍ବାଇରୁ ଆସିଥିବା ପ୍ରଖ୍ୟାତ ବଲିଉଡ ମେକଅପ ଆର୍ଟିଷ୍ଟ ରାଜୁ ଓର୍ପେ, ବିଉଟିସିଆନମାନଙ୍କୁ ଅତ୍ୟାଧୁନିକ ମେକଅପ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ମୁମ୍ବାଇରୁ ଆସିଥିବା ବିଶିଷ୍ଟ ମେକଅପ୍‌ ଆର୍ଟିଷ୍ଟ ବିଉଟିସିଆନମାନଙ୍କୁ ତାଲିମ ଦେଇଥିଲେ।  ପ୍ରଶାଧନ କ୍ଷେତ୍ରରେ ଯୁବତୀମାନଙ୍କୁ ଆକୃଷ୍ଟ କରିବା ନେଇ ଏହି କର୍ମଶାଳା ଆୟୋଜିତ  ହୋଇଥିଲା। କର୍ମଶାଳାର ଶେଷରେ ବିଶେଷ ଆକର୍ଷଣ ଥିଲା ଯୁବତୀମାନଙ୍କ ରାମ୍ପ ସୋ।

ଏଚ୍.ଡି. ଥ୍ରୀଡି, ଏଆର ବ୍ରସ ଭଳି ଅତ୍ୟାଧୁନିକ ମେକଅପ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା ।  କର୍ମଶାଳାରେ ବିଉଟିପାର୍ଲର କ୍ଷେତ୍ରରେ ନୂଆ ନୂଆ ଟେକନିକ ଶିଖି ବେଶ ଉତ୍ସାହିତ ଥିଲେ ବିଉଟିସିଆନ । ସେପଟେ ରାମ୍ପ ସୋରେ ଭାଗ ନେଇ ଆଗକୁ ମଡେଲିଂ କରିବା ପାଇଁ ଉତ୍ସାହିତ ହୋଇଥିଲେ ଯୁବତୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story