ବଲାଙ୍ଗିର: ଜଳାଶୟ ପୁନରୁଦ୍ଧାର ଲାଗି କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ ମିଶ୍ର

ବଲାଙ୍ଗିର: ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ଜଳାଶୟଗୁଡିକର ଅବସ୍ଥା ଶୋଚନୀୟ ହୋଇପଡିଛି। ଜିଲ୍ଲାରେ ଜଳ ସେଚନର ସୁବିଧା ନ ଥିବାରୁ ଏହି ଜଳାଶୟଗୁଡିକର ପୁନରୁଦ୍ଧାର କରିବା ନିହାତି ଆବଶ୍ୟକ ହୋଇପଡିଛି। ତେଣୁ ଜଳାଶୟଗୁଡିକର ପୁନରୁଦ୍ଧାର କରିବା ପାଇଁ କେନ୍ଦ୍ର ଜଳ, ନଦୀ ବିକାଶ ଓ ଗଙ୍ଗ। ସଂରକ୍ଷଣ ମନ୍ତ୍ରୀ ଉମାଭାରତୀଙ୍କୁ ଚିଠି ଲେଖିଛନ୍ତି ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଏ ନେଇ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମଳନୀରେ […]

itishree

itishree

Rakesh Mallick
  • Published: Wednesday, 22 July 2015
  • Updated: 23 July 2015, 01:34 AM IST

Sports

Latest News

narashinghବଲାଙ୍ଗିର: ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ଜଳାଶୟଗୁଡିକର ଅବସ୍ଥା ଶୋଚନୀୟ ହୋଇପଡିଛି। ଜିଲ୍ଲାରେ ଜଳ ସେଚନର ସୁବିଧା ନ ଥିବାରୁ ଏହି ଜଳାଶୟଗୁଡିକର ପୁନରୁଦ୍ଧାର କରିବା ନିହାତି ଆବଶ୍ୟକ ହୋଇପଡିଛି। ତେଣୁ ଜଳାଶୟଗୁଡିକର ପୁନରୁଦ୍ଧାର କରିବା ପାଇଁ କେନ୍ଦ୍ର ଜଳ, ନଦୀ ବିକାଶ ଓ ଗଙ୍ଗ। ସଂରକ୍ଷଣ ମନ୍ତ୍ରୀ ଉମାଭାରତୀଙ୍କୁ ଚିଠି ଲେଖିଛନ୍ତି ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଏ ନେଇ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି ମିଶ୍ର। ବଲାଙ୍ଗିର ସହରରେ ଥିବା ୧୪, ଦେଓଗାଁ ବ୍ଲକରେ ଥିବା ୨୮, ବଲାଙ୍ଗିର ବ୍ଲକରେ ଥିବା ୨୩ ଜଳାଶୟର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଶହେ କୋଟି ଟଙ୍କ।ର ସହାୟତା ଦେବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos