ରାସ୍ତାକଡ଼ରେ ଅଜଣା ସାମଗ୍ରୀ ଦେଖିଲା ବେଳେ ବିସ୍ଫୋରଣ; ୩ ମୃତ

ଉମରକୋଟ(ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା ଉମରକୋଟର ମୁଣ୍ଡିବେଡ଼ା ବେନାସ ଗାଁ ନିକଟରେ ଘଟିଛି ବିସ୍ଫୋରଣ। ଏଥିରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକମାନଙ୍କ ଘର ରାଇଘର ଲାଲମାଟି ଗାଁରେ।

ଏମାନେ ସମସ୍ତେ ଦୈନିକ ଟ୍ରାକ୍ଟରରେ କାମ କରିବାକୁ ଯାଆନ୍ତି। କାଲି ବି ଏମାନେ କାମ କରିବା ପାଇଁ ଯାଇଥିଲେ। କାମ ସାରି ଟ୍ରାକ୍ଟରରେ ଘରକୁ ଫେରିବା ବେଳେ ରାସ୍ତା କଡ଼ରେ କିଛି ସାମଗ୍ରୀ ପଡ଼ିଥିବା ଦେଖିଥିଲେ। ସେମାନେ ଟ୍ରାକ୍ଟରରୁ ଓହ୍ଲାଇ କ’ଣ ପଡ଼ିଛି ବୋଲି ଦେଖିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରକ ଲ୍ୟାଣ୍ଡମାଇନ ନା ଅନ୍ୟ କିଛି ତାହା ଏଯାଏଁ ସ୍ପଷ୍ଟ ହୋଇନି। ପୋଲିସ ଘଟଣାର ତଦନ୍ତ କରୁଛି।

Ordigital Desk
• Published: Tuesday, 24 April 2018
• Updated: 24 April 2018, 08:11 AM IST

ଉମରକୋଟ(ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା ଉମରକୋଟର ମୁଣ୍ଡିବେଡ଼ା ବେନାସ ଗାଁ ନିକଟରେ ଘଟିଛି ବିସ୍ଫୋରଣ। ଏଥିରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକମାନଙ୍କ ଘର ରାଇଘର ଲାଲମାଟି ଗାଁରେ।

ଏମାନେ ସମସ୍ତେ ଦୈନିକ ଟ୍ରାକ୍ଟରରେ କାମ କରିବାକୁ ଯାଆନ୍ତି। କାଲି ବି ଏମାନେ କାମ କରିବା ପାଇଁ ଯାଇଥିଲେ। କାମ ସାରି ଟ୍ରାକ୍ଟରରେ ଘରକୁ ଫେରିବା ବେଳେ ରାସ୍ତା କଡ଼ରେ କିଛି ସାମଗ୍ରୀ ପଡ଼ିଥିବା ଦେଖିଥିଲେ। ସେମାନେ ଟ୍ରାକ୍ଟରରୁ ଓହ୍ଲାଇ କ’ଣ ପଡ଼ିଛି ବୋଲି ଦେଖିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରକ ଲ୍ୟାଣ୍ଡମାଇନ ନା ଅନ୍ୟ କିଛି ତାହା ଏଯାଏଁ ସ୍ପଷ୍ଟ ହୋଇନି। ପୋଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos