ବୋମା ଗୁଜବ: ଭଙ୍ଗା ଟିଭିକୁ ନେଇ ଯବାନ ନାକେଦମ୍‌

<p>ମାଲକାନଗିରି(ଜିତେନ୍ଦ୍ର ବେଉରା): &nbsp;ବୋମା ସନ୍ଦେହରେ ଏକ ପୁରୁଣା ଟିଭିକୁ ବିସ୍ଫୋରଣରେ ଉଡାଇଲେ ବୋମା ନିଷ୍କ୍ରିୟକାରୀ ଟିମ୍। ଏହି ଘଟଣାଟି ଘଟିଛି ମାଲକାନଗିରିରେ।</p> <p>ଲ୍ଲାର ମାଥିଲି ଥାନା ଅର୍ନ୍ତଗତ ମୁଦୁଲିବେଡା ଗାଁରେ ଏକ ଗଛ ତଳେ ପୁରୁଣା ଟିଭି ପଡ଼ିଥିଲା। ଏହାକୁ ସ୍ଥାନୀୟ ଲୋକେ ଦେଖି ବିଏସ୍ଏଫ୍ ଟିମଙ୍କୁ ସୂଚନା ଦେଇଥିଲେ। ବିଏସ୍ଏଫ୍ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥାନଟିକୁ କର୍ଡନ କରିବାପରେ ବୋମା ନିଷ୍କ୍ରିୟକାରୀ ଟିମକୁ ଖବର ଦେଇଥିଲେ। ଟିମ୍ ପହଞ୍ଚିବା ପରେ ଟିଭିଟିକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ। ଏହା ମାଓବାଦୀଙ୍କ ଯୋଜନା ହୋଇଥାଇପାରେ ସନ୍ଦେହ କରି ଏପରି ବିସ୍ଫୋରଣ କରିଥିବା ଜଣାପଡ଼ିଛି।</p>

Ordigital Desk
  • Published: Tuesday, 08 May 2018
  • Updated: 08 May 2018, 01:52 PM IST

Sports

Latest News

<p>ମାଲକାନଗିରି(ଜିତେନ୍ଦ୍ର ବେଉରା): &nbsp;ବୋମା ସନ୍ଦେହରେ ଏକ ପୁରୁଣା ଟିଭିକୁ ବିସ୍ଫୋରଣରେ ଉଡାଇଲେ ବୋମା ନିଷ୍କ୍ରିୟକାରୀ ଟିମ୍। ଏହି ଘଟଣାଟି ଘଟିଛି ମାଲକାନଗିରିରେ।</p><p>ଲ୍ଲାର ମାଥିଲି ଥାନା ଅର୍ନ୍ତଗତ ମୁଦୁଲିବେଡା ଗାଁରେ ଏକ ଗଛ ତଳେ ପୁରୁଣା ଟିଭି ପଡ଼ିଥିଲା। ଏହାକୁ ସ୍ଥାନୀୟ ଲୋକେ ଦେଖି ବିଏସ୍ଏଫ୍ ଟିମଙ୍କୁ ସୂଚନା ଦେଇଥିଲେ। ବିଏସ୍ଏଫ୍ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥାନଟିକୁ କର୍ଡନ କରିବାପରେ ବୋମା ନିଷ୍କ୍ରିୟକାରୀ ଟିମକୁ ଖବର ଦେଇଥିଲେ। ଟିମ୍ ପହଞ୍ଚିବା ପରେ ଟିଭିଟିକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ। ଏହା ମାଓବାଦୀଙ୍କ ଯୋଜନା ହୋଇଥାଇପାରେ ସନ୍ଦେହ କରି ଏପରି ବିସ୍ଫୋରଣ କରିଥିବା ଜଣାପଡ଼ିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos