‘ମୋତେ ଫିଙ୍ଗିଥିଲେ, ବର୍ତ୍ତିଗଲି’
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗାଡ଼ିକୁ ବୋମାମାଡ଼ ହୋଇଛି। ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଠାକୁରପାଳ ଗାଁରେ ସ୍ୱାଭିମାନ ସୁରକ୍ଷା ରାଲି ବେଳେ ଘଟିଛି ଏହି ଅଘଟଣ। ୨ ଦୁର୍ବୃତ୍ତ ନବୀନଙ୍କ ଗାଡ଼ିକୁ ଲକ୍ଷ୍ୟ କରି ବୋମା ଫିଙ୍ଗି ଫେରାର ହୋଇ ଯାଇଥିଲେ। ହେଲେ ସୌଭାଗ୍ୟକୁ ସେତେବେଳେ ଗାଡ଼ି ଭିତରେ ବସିଥିବା ନବୀନ ନନ୍ଦ ରକ୍ଷା ପାଇ ଯାଇଥିଲେ। ତାଙ୍କ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି। ପଛଗାଡି କାଚ ଭାଙ୍ଗି ଯାଇଛି।
ଏଣେ ଘଟଣା ସମ୍ପର୍କରେ ମୁହଁ ଖୋଲିଛନ୍ତି ନନ୍ଦ। ସେ କହିଛନ୍ତି ମୋତେ ଲକ୍ଷ୍ୟ କରି ବୋମା ଫିଙ୍ଗା ଯାଇଥିଲା। ରାଜନୈତିକ ଶତ୍ରୁତାକୁ ଦୃଷ୍ଟିରେ ରଖି ଏଭଳି ଘଟଣା ଘଟିଛି। ସେ ସୋସିଆଲ୍ ମିଡିଆରେ ବି ଏ ସଂପର୍କରେ ତାଙ୍କ ସମର୍ଥକମାନଙ୍କୁ ସୂଚନା ଦେଇଛନ୍ତି। ତେବେ କିଏ କାହିଁକି ତାଙ୍କ ଉପରକୁ ବୋମା ଫିଙ୍ଗିଲା ତାହା ସ୍ପଷ୍ଟ ହୋଇନାହିଁ। ରାଜନୈତିକ ଶତ୍ରୁତାରୁ ଏପରି ହୋଇଥିବା ଅନୁମାନ କରାଯାଉଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏଣେ ପୂର୍ବତନ ବିଧାୟକଙ୍କ ଗାଡ଼ିକୁ ବୋମା ମାଡ଼ ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ‘ଓଡ଼ିଶାରେ କ୍ରମବର୍ଦ୍ଧିଷ୍ଣୁ ରାଜନୈତିକ ହିଂସା ଦେଖି ଖରାପ ଲାଗୁଛି, ଉଭୟ ପକ୍ଷ ଯେଉଁ ଦଳର ହୁଅନ୍ତୁ ନା କାହିଁକି, ଘଟଣାକୁ ଦୃଢ଼ ନିନ୍ଦା କରୁଛି।”
https://www.youtube.com/watch?v=OMVPSjKFsiQ
Ordigital Desk
• Published: Monday, 04 June 2018
• Updated: 04 June 2018, 05:37 PM IST
Sports
Latest News
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗାଡ଼ିକୁ ବୋମାମାଡ଼ ହୋଇଛି। ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଠାକୁରପାଳ ଗାଁରେ ସ୍ୱାଭିମାନ ସୁରକ୍ଷା ରାଲି ବେଳେ ଘଟିଛି ଏହି ଅଘଟଣ। ୨ ଦୁର୍ବୃତ୍ତ ନବୀନଙ୍କ ଗାଡ଼ିକୁ ଲକ୍ଷ୍ୟ କରି ବୋମା ଫିଙ୍ଗି ଫେରାର ହୋଇ ଯାଇଥିଲେ। ହେଲେ ସୌଭାଗ୍ୟକୁ ସେତେବେଳେ ଗାଡ଼ି ଭିତରେ ବସିଥିବା ନବୀନ ନନ୍ଦ ରକ୍ଷା ପାଇ ଯାଇଥିଲେ। ତାଙ୍କ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି। ପଛଗାଡି କାଚ ଭାଙ୍ଗି ଯାଇଛି।
ଏଣେ ଘଟଣା ସମ୍ପର୍କରେ ମୁହଁ ଖୋଲିଛନ୍ତି ନନ୍ଦ। ସେ କହିଛନ୍ତି ମୋତେ ଲକ୍ଷ୍ୟ କରି ବୋମା ଫିଙ୍ଗା ଯାଇଥିଲା। ରାଜନୈତିକ ଶତ୍ରୁତାକୁ ଦୃଷ୍ଟିରେ ରଖି ଏଭଳି ଘଟଣା ଘଟିଛି। ସେ ସୋସିଆଲ୍ ମିଡିଆରେ ବି ଏ ସଂପର୍କରେ ତାଙ୍କ ସମର୍ଥକମାନଙ୍କୁ ସୂଚନା ଦେଇଛନ୍ତି। ତେବେ କିଏ କାହିଁକି ତାଙ୍କ ଉପରକୁ ବୋମା ଫିଙ୍ଗିଲା ତାହା ସ୍ପଷ୍ଟ ହୋଇନାହିଁ। ରାଜନୈତିକ ଶତ୍ରୁତାରୁ ଏପରି ହୋଇଥିବା ଅନୁମାନ କରାଯାଉଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏଣେ ପୂର୍ବତନ ବିଧାୟକଙ୍କ ଗାଡ଼ିକୁ ବୋମା ମାଡ଼ ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ‘ଓଡ଼ିଶାରେ କ୍ରମବର୍ଦ୍ଧିଷ୍ଣୁ ରାଜନୈତିକ ହିଂସା ଦେଖି ଖରାପ ଲାଗୁଛି, ଉଭୟ ପକ୍ଷ ଯେଉଁ ଦଳର ହୁଅନ୍ତୁ ନା କାହିଁକି, ଘଟଣାକୁ ଦୃଢ଼ ନିନ୍ଦା କରୁଛି।”
https://www.youtube.com/watch?v=OMVPSjKFsiQ
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos