ବ୍ରହ୍ମ ବିଭ୍ରାଟ:  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କୋର୍ଟରେ ପକ୍ଷ ରଖିଲେ ଦେଉଳକରଣ ଓ ତଢଉକରଣ

ପୁରୀ:  ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କୋର୍ଟରେ ଉପସ୍ଥିତ ହୋଇ ପକ୍ଷ ରଖିଛନ୍ତି ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ  ଓ ତଢଉକରଣ ଶଶାଙ୍କ ଶେଖର ପଟ୍ଟନାୟକ । ଶ୍ରୀବିଗ୍ରହଙ୍କ ନିର୍ମାଣରେ କାହିଁକି ବିଳମ୍ୱ ଘଟିଲା ସେନେଇ ଉଭୟଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଛି। ସେପଟେ ଆସନ୍ତା ୬ ତାରିଖରେ ହାଜର ହେବା ଲାଗି ଉପଦଳପତି ଦୁର୍ଗା ପ୍ରସାଦ ଦାସ ମହାପାତ୍ର, ଗଣେଶ ଦାସ ମହପାତ୍ର, ବ୍ରଜ ଦାସ ମହାପାତ୍ରଙ୍କୁ ନୋଟିସ ଜାରି କରାଯାଇଛି। ସେହିପରି ଆଉ […]

Sri-Puri1

Sri-Puri1

Rakesh Mallick
  • Published: Saturday, 04 July 2015
  • Updated: 04 July 2015, 02:10 AM IST

Sports

Latest News

ପୁରୀ:  ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କୋର୍ଟରେ ଉପସ୍ଥିତ ହୋଇ ପକ୍ଷ ରଖିଛନ୍ତି ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ  ଓ ତଢଉକରଣ ଶଶାଙ୍କ ଶେଖର ପଟ୍ଟନାୟକ । ଶ୍ରୀବିଗ୍ରହଙ୍କ ନିର୍ମାଣରେ କାହିଁକି ବିଳମ୍ୱ ଘଟିଲା ସେନେଇ ଉଭୟଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଛି। ସେପଟେ ଆସନ୍ତା ୬ ତାରିଖରେ ହାଜର ହେବା ଲାଗି ଉପଦଳପତି ଦୁର୍ଗା ପ୍ରସାଦ ଦାସ ମହାପାତ୍ର, ଗଣେଶ ଦାସ ମହପାତ୍ର, ବ୍ରଜ ଦାସ ମହାପାତ୍ରଙ୍କୁ ନୋଟିସ ଜାରି କରାଯାଇଛି। ସେହିପରି ଆଉ କିଛି ବରିଷ୍ଠ ଦଇତାପତିଙ୍କୁ ଡକାଯିବାର ସମ୍ଭାବନା ରହିଛି। ସମସ୍ତଙ୍କ ବୟାନ ରେକର୍ଡ ପରେ କିଛି ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story