ବ୍ରହ୍ମପୁର, ଜି. ଉଦୟଗିରିରେ ସ୍ୱର୍ଗତ କଲାମଙ୍କୁ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର/ ଜି. ଉଦୟଗିରି:  ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଡାକ୍ଟର ଏ.ପି.ଜେ. ଅବଦୁଲ କଲାମଙ୍କ ବିୟୋଗରେ ବ୍ରହ୍ମପୁର ସହର ଓ  ଜି.ଉଦୟଗିରି ନାଗରିକ  ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ତାଙ୍କ ଅମର  ଆତ୍ମର ସଦଗତି ନିମନ୍ତେ ବ୍ରହ୍ମପୁର ସହର ସ୍ମୃତି ସଭା ଆୟୋଜନ କରାଯାଇଥିଲା । ୨୦୦୬ ଜୁଲାଇ ୪ ତାରିଖରେ ସ୍ୱର୍ଗତ କଲାମ ବ୍ରହ୍ମପୁର ଗସ୍ତରେ ଆସି ସହରର ସିଟି ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ସମାରୋହ ଓ ମହୁଡ଼ା ଫାର୍ମାସିଟିସନ୍ ସାଇନ୍ସ କଲେଜର […]

kalam

kalam

Rakesh Mallick
  • Published: Wednesday, 29 July 2015
  • Updated: 29 July 2015, 11:19 AM IST

Sports

Latest News

ବ୍ରହ୍ମପୁର/ ଜି. ଉଦୟଗିରି:  ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଡାକ୍ଟର ଏ.ପି.ଜେ. ଅବଦୁଲ କଲାମଙ୍କ ବିୟୋଗରେ ବ୍ରହ୍ମପୁର ସହର ଓ  ଜି.ଉଦୟଗିରି ନାଗରିକ  ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ତାଙ୍କ ଅମର  ଆତ୍ମର ସଦଗତି ନିମନ୍ତେ ବ୍ରହ୍ମପୁର ସହର ସ୍ମୃତି ସଭା ଆୟୋଜନ କରାଯାଇଥିଲା । ୨୦୦୬ ଜୁଲାଇ ୪ ତାରିଖରେ ସ୍ୱର୍ଗତ କଲାମ ବ୍ରହ୍ମପୁର ଗସ୍ତରେ ଆସି ସହରର ସିଟି ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ସମାରୋହ ଓ ମହୁଡ଼ା ଫାର୍ମାସିଟିସନ୍ ସାଇନ୍ସ କଲେଜର ରୌପ୍ୟ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ।kalam1
ଆୟୋଜିତ ସ୍ମୃତି ସଭାରେ ବ୍ରହ୍ମପୁର ଅଞ୍ଚଳର ବହୁ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ କଲାମଙ୍କ ସହ ବିତାଇ ଥିବା କିଛି ବିଶେଷ ମୁହୂର୍ତ୍ତ ପ୍ରକାଶ କରିଥିଲେ । ସେହିପରି ଜି. ଉଦୟଗିରିରେ ମଧ୍ୟ ସ୍ୱର୍ଗତ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ଗାନ୍ଧିଛକରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ମହମ୍ମଦ ଜିଆଉଦ୍ଦିନଙ୍କ ଆବାହକତ୍ୱରେ ହୋଇଥିବା ଏହି ଶୋକସଭାରେ ଅଞ୍ଚଳର ବହୁ ଶିକ୍ଷାବିତ ଓ ଜନସାଧାରଣ ଯୋଗଦେଇ ସ୍ୱର୍ଗତ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story