ମାଟ୍ରିକ ରେଜଲ୍ଟ: ପୁଅଙ୍କୁ ପଛରେ ପକାଇଲେ ଝିଅ

କଟକ(ଓଡ଼ିଶା ରିପୋର୍ଟର):  ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ। ଏଥର ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ମୋଟ ୨ ଲକ୍ଷ ୨୨ ହଜାର ୪୩ ଜଣ ଝିଅ ପାସ୍ କରିଥିବା ବେଳେ ପୁଅ ୨ ଲକ୍ଷ ୧୬ ହଜାର ୩୦୫ ଜଣ ପାସ୍‌ କରିଛନ୍ତି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ପାସହାର ୮୮.୧୫ ପ୍ରତିଶତ ଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ପାସହାର ୬୫.୭୬ ପ୍ରତିଶତ ରହିଛି। ସେହିପରି ମାଲକାନଗିରି ଜିଲ୍ଲାରେ ସର୍ବନିମ୍ନ ପାସହାର ୫୯.୩୨ ପ୍ରତିଶତ ରହିଛି। A1ଗ୍ରେଡ୍‌ରେ ମୋଟ୍ […]

45

45

Rakesh Mallick
  • Published: Monday, 07 May 2018
  • Updated: 07 May 2018, 12:21 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):  ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ। ଏଥର ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ମୋଟ ୨ ଲକ୍ଷ ୨୨ ହଜାର ୪୩ ଜଣ ଝିଅ ପାସ୍ କରିଥିବା ବେଳେ ପୁଅ ୨ ଲକ୍ଷ ୧୬ ହଜାର ୩୦୫ ଜଣ ପାସ୍‌ କରିଛନ୍ତି।

ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ପାସହାର ୮୮.୧୫ ପ୍ରତିଶତ ଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ପାସହାର ୬୫.୭୬ ପ୍ରତିଶତ ରହିଛି। ସେହିପରି ମାଲକାନଗିରି ଜିଲ୍ଲାରେ ସର୍ବନିମ୍ନ ପାସହାର ୫୯.୩୨ ପ୍ରତିଶତ ରହିଛି।

A1ଗ୍ରେଡ୍‌ରେ ମୋଟ୍ ୧୭୧୫ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। A2 ଗ୍ରେଡରେ ୧୫ ହଜାର ୬୮୯ ପରୀକ୍ଷାର୍ଥୀ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ  B1ରେ ୩୯ ହଜାର ୨୫୨, B2 ରେ ୬୮ ହଜାର ୯ଜଣ ପରୀକ୍ଷାର୍ଥୀ, C ଗ୍ରେଡ୍ ପାଇଛନ୍ତି ୯୭ ହଜାର ୭୪୬ ପରୀକ୍ଷାର୍ଥୀ ଓ D ଗ୍ରେଡରେ ୧ ଲକ୍ଷ ୨୩ ହଜାର ୭୬୩  ପିଲା ପାସ୍‌ କରିଛନ୍ତି।

ଚଳିତବର୍ଷ ୬ଲକ୍ଷ ୮ ହଜାର ୬୫୯ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।  ମୋଟ ୭୬.୨୩ ପିଲା ପାସ୍ କରିଛନ୍ତି।

କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ୍‌ରେ  ଗଣ ଶିକ୍ଷା ମନ୍ତ୍ରୀ  ବଦ୍ରି ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story