ରାଜ୍ୟ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ: ଭୁବନେଶ୍ୱର, ରାଉରକେଲାରେ ହେବ ଆଧୁନିକ ହୋଲସେଲ୍ ବଜାର, ପଢନ୍ତୁ ଅନେକ କିଛି

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ରାଜ୍ୟ ବିଧାନସଭାରେ ବଜେଟ ଉପସ୍ଥାପନ ହୋଇଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହି ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବର୍ଷ ଅଭିବୃଦ୍ଧି ହାର ୭.୧୪% ହେବା ଆକଳନ କରାଯାଇଛି। ଆସନ୍ତା ବର୍ଷ ଅଭିବୃଦ୍ଧି ହାର ୮ରୁ ୮.୫% ରହିବା ଆକଳନ କରାଯାଇଛି। ମୋଟ ୧ ଲକ୍ଷ ୨୦ ହଜାର ୨୮ କୋଟିର ବଜେଟ ଉପସ୍ଥାପନ ହୋଇଛି। ୧୬ ହଜାର ୬୭୫ କୋଟି ଟଙ୍କାର କୃଷି ବଜେଟ ଉପସ୍ଥାପନ କରାଯାଇଛି।ଜଳଛାୟା […]

j-666

j-666

Rakesh Mallick
  • Published: Friday, 23 March 2018
  • Updated: 23 March 2018, 05:25 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ରାଜ୍ୟ ବିଧାନସଭାରେ ବଜେଟ ଉପସ୍ଥାପନ ହୋଇଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହି ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବର୍ଷ ଅଭିବୃଦ୍ଧି ହାର ୭.୧୪% ହେବା ଆକଳନ କରାଯାଇଛି। ଆସନ୍ତା ବର୍ଷ ଅଭିବୃଦ୍ଧି ହାର ୮ରୁ ୮.୫% ରହିବା ଆକଳନ କରାଯାଇଛି। ମୋଟ ୧ ଲକ୍ଷ ୨୦ ହଜାର ୨୮ କୋଟିର ବଜେଟ ଉପସ୍ଥାପନ ହୋଇଛି। ୧୬ ହଜାର ୬୭୫ କୋଟି ଟଙ୍କାର କୃଷି ବଜେଟ ଉପସ୍ଥାପନ କରାଯାଇଛି।ଜଳଛାୟା ଉନ୍ନୟନ ପ୍ରକଳ୍ପ ପାଇଁ ୧୫୫ କୋଟି , ଉନ୍ନତ ମାନର ବିହନ ଯୋଗାଣ ପାଇଁ ଶହେ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ସାର ଯୋଗାଇବା ପାଇଁ ଶହେ କୋଟିର ଆବର୍ତ୍ତନ ପାଣ୍ଠି, ଉଦ୍ୟାନ କୃଷି ପାଇଁ ୧୦୪ କୋଟି ବ୍ୟୟବରାଦ କରାଯାଇଛି। ଚାଷୀଙ୍କୁ ସ୍ୱଳ୍ପ ସୁଧରେ କୃଷି ଋଣ ଦେବାକୁ ବ୍ୟବସ୍ଥା କରାଯାଇଛି। ସେହିପରି କୃଷି ଋଣ ନେଇ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ୧% ସୁଧରେ ମିଳିବା ନେଇ ବଜେଟରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ଚଳିତ ବର୍ଷ ୨୫ ଲକ୍ଷ ଚାଷୀ ବୀମାଭୁକ୍ତ ହେବେ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଭୁବନେଶ୍ୱର, ରାଉରକେଲାରେ ହେବ ଆଧୁନିକ ହୋଲସେଲ୍ ବଜାର। ମତ୍ସ୍ୟ ଚାଷକୁ ପ୍ରୋତ୍ସାହନ ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ ପାଇଁ ଘୋଷଣା କରାଯାଇଛି ।

ଜଳାଶୟ, ମତ୍ସ୍ୟ ପାଳନ ଓ ଯାଁଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ପାଇଁ ଡଙ୍ଗା କିଣିବାକୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦିଆଯିବ। ଧାନର MSP ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ରଠାରେ ଅନୁରୋଧ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଜଳଛାୟା ଉନ୍ନୟନ ପ୍ରକଳ୍ପ ପାଇଁ ୧୫୫ କୋଟି ବ୍ୟୟବରାଦ ହୋଇଛି। ଉନ୍ନତମାନର ବିହନ ଯୋଗାଣ ପାଇଁ ଶହେ କୋଟିଟଙ୍କା ବ୍ୟୟ ବରାଦ ହୋଇଥିବା ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story