ବିନା ପରମିଟ୍‌ରେ ଚାଲୁଛି ବସ୍‌, ବିପଦରେ ବସ୍‌ଯାତ୍ରୀ

ବଲାଙ୍ଗିର(ସସ୍ମିତା ସାହୁ): ଯାତ୍ରୀବାହୀ ବସ୍‌ ପାଇଁ ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି । ଏସବୁ ଭିତରୁ ରୁଟ୍‌ ପରମିଟ୍‌, ବୀମା, ପୋଲ୍ୟୁସନ ସାର୍ଟିଫିକେଟ ଓ ଫିଟନେସ ସାର୍ଟିଫିକେଟ ବାଧ୍ୟତାମୂଳକ। ଏ ସବୁ ଭିତରୁ ଗୋଟିଏ ବି ନ ଥିଲେ, ଦୁର୍ଘଟଣା ଘଟିଲେ ମୃତ କିମ୍ବା ଆହତ ବ୍ୟକ୍ତିଙ୍କୁ କ୍ଷତିପୂରଣ ବାବଦକୁ ବୀମାରାଶି ମିଳେନାହିଁ । ଏଥିପାଇଁ ନିୟମିତ ଯାଞ୍ଚ କରନ୍ତି, ପରିବହନ ଅଧିକାରୀ । କିନ୍ତୁ ବଲାଙ୍ଗିରରେ ଗତକାଲି ଘଟିଥିବା ବସ୍‌ ଦୁର୍ଘଟଣା ପରେ, ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର […]

WhatsApp_Image_2018-07-05_at_11.04.54

WhatsApp_Image_2018-07-05_at_11.04.54

Rakesh Mallick
  • Published: Thursday, 05 July 2018
  • Updated: 05 July 2018, 10:50 PM IST

Sports

Latest News

ବଲାଙ୍ଗିର(ସସ୍ମିତା ସାହୁ): ଯାତ୍ରୀବାହୀ ବସ୍‌ ପାଇଁ ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି । ଏସବୁ ଭିତରୁ ରୁଟ୍‌ ପରମିଟ୍‌, ବୀମା, ପୋଲ୍ୟୁସନ ସାର୍ଟିଫିକେଟ ଓ ଫିଟନେସ ସାର୍ଟିଫିକେଟ ବାଧ୍ୟତାମୂଳକ। ଏ ସବୁ ଭିତରୁ ଗୋଟିଏ ବି ନ ଥିଲେ, ଦୁର୍ଘଟଣା ଘଟିଲେ ମୃତ କିମ୍ବା ଆହତ ବ୍ୟକ୍ତିଙ୍କୁ କ୍ଷତିପୂରଣ ବାବଦକୁ ବୀମାରାଶି ମିଳେନାହିଁ । ଏଥିପାଇଁ ନିୟମିତ ଯାଞ୍ଚ କରନ୍ତି, ପରିବହନ ଅଧିକାରୀ । କିନ୍ତୁ ବଲାଙ୍ଗିରରେ ଗତକାଲି ଘଟିଥିବା ବସ୍‌ ଦୁର୍ଘଟଣା ପରେ, ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।

ଦୁର୍ଘଟଣାରେ ପାଞ୍ଚ ବର୍ଷର ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । କିନ୍ତୁ ଦୁର୍ଘଟଣାଗ୍ରସ୍ତ ବସ୍‌ର ଦୀର୍ଘ ଦୁଇବର୍ଷ ହେବ ଫିଟନେସ୍‌ ନ ଥିଲା । ତେଣୁ ବିନା ଫିଟ୍‌ନେଶରେ ଏହି ବସ୍‌ କେମିତି ଚାଲୁଥିଲା ବୋଲି ଏବେ ପ୍ରଶ୍ନ ଉଠୁଛି। ଏଣେ ଶବଦାହ କରି ଘରକୁ ଫେରୁଥିବା ସମୟରେ ମୃତ ଛାତ୍ରୀଙ୍କ ବାପା ଓ ସମ୍ପର୍କୀୟଙ୍କୁ ବସ୍‌ ମାଲିକଙ୍କ ଇଙ୍ଗିତରେ ମାଡ଼ ମାରାଯାଇଥିବା ଥାନାରେ ଅଭିଯୋଗ ହୋଇଛି ।

ଏହି ଦୁର୍ଘଟଣାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ, ଆଉ ଦୁଇଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଘଟଣାର ଦୁଇଦିନ ପରେ ବସ୍‌ର କାଗଜପତ୍ର ପାଉନି ପୋଲିସ। କାଗଜପତ୍ର ନ ଦେଖି, ପୋଲିସ ବାବୁ କହୁଛନ୍ତି କ୍ଷତିପୂରଣ ବାବଦକୁ ବୀମାରାଶି ପାଇବେ ମୃତକଙ୍କ ପରିବାର। ଡିସେମ୍ବର,୨୨,୨୦୧୬ରୁ ଗାଡିର ପରମିଟ୍‌ ନାହିଁ । ଏଣୁ କେମିତି ବିନା ପରମିଟ୍‌ରେ ବସ୍‌ ଚାଲୁଥିଲା ଆଉ କେମିତି କ୍ଷତିପୂରଣ ମିଳିବ ବୋଲି ମଧ୍ୟ ପ୍ରଶ୍ନ ଉଠିଛି।

ଏବେ ଆସନ୍ତୁ ନଜର ପକାଇବା, ପୂରା ଘଟଣା ଉପରେ । ସବୁଦିନ ବଲାଙ୍ଗିରରୁ କଣ୍ଟାବାଞ୍ଜି ବସ୍‌ ସେବା ଯୋଗାଇଥାଏ, OR-03-F 5928 ରାଜଲକ୍ଷ୍ମୀ ଟ୍ରାଭେଲ୍ସ । ଗତକାଲି କଣ୍ଟାବାଞ୍ଜିରୁ ପାଖାପାଖି ୬୦ ରୁ ୭୦ ଜଣ ଯାତ୍ରୀଙ୍କୁ ଧରି ବଲାଙ୍ଗିର ଫେରୁଥିବା ବେଳେ ପାଟଣାଗଡ଼ ନିକଟ ବ୍ରହ୍ମପୁରା ଛକ ଉପରେ ଏକ ବାଇକକୁ ଧକ୍କା ଦେଇଥିଲା ବସ୍‌।  ବାଇକ୍‌ରେ ଦୁଇଜଣ ସ୍କୁଲ ଛାତ୍ରୀଙ୍କ ସହିତି ଅଭିଭାବକ ଗୁରୁତର ଭାବେ ଆହତ ହୋଇଥିଲେ।  ତୁରନ୍ତ ସେମାନଙ୍କୁ ପାଟଣାଗଡ଼ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଜଣେ ୫ ବର୍ଷୀୟ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ପରେ ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ବସ୍‌କୁ ଜାଳି ଦେଇଥିଲେ । ମୃତ ଦେହକୁ ରାସ୍ତା ଉପରେ ରଖି, କ୍ଷତିପୂରଣ ସହିତ ବସ୍‌ର ଫିଟନେସ୍‌ ନ ଥିବା ଅଭିଯୋଗ ଆଣିଥିଲେ ଲୋକେ । ତଦନ୍ତର ପ୍ରତିଶ୍ରୁତି ପାଇଲା ପରେ ରାସ୍ତାରୋକୋ ହଟିଯାଇଥିଲା । କିନ୍ତୁ ଗତକାଲି ରାତିରେ ମୃତ ଛାତ୍ରୀର ଶବ ଦାହ କରି ଫେରୁଥିବା ସମୟରେ, ପରିବାର ଲୋକଙ୍କୁ ବଲାଙ୍ଗିରରୁ କିଛି ଲୋକ ଯାଇ ଧମକ ଚମକ ଦେବା ସହ ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ମୃତକର ପରିବାର ଲୋକେ  ଏପରିକି ଏ ନେଇ ପାଟଣାଗଡ ଥାନାରେ ଅଭିଯୋଗ ମଧ୍ୟ ଦାଖଲ କରିଛନ୍ତି । କିନ୍ତୁ ଘଟଣାର ଦୁଇଦିନ ପୁରିଯାଇଥିବା ବେଳେ ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରିପାରିନି ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story