ନାରାୟଣପାଟଣା: ବସ୍‌ ଓଲଟି ୩ ମୃତ

bus

ନାରାୟଣପାଟଣା: ବିଜୟନଗରମ ଜିଲ୍ଲା ରାମବଦ୍ରପୁରମଠାରେ ଗତକାଲି ବିଳମ୍ବିତ ରାତିରେ ବସ୍‌ ଓଲଟି ଜଣେ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୃତକମାନେ  ନବରଙ୍ଗପୁର ଜିଲ୍ଲା ଡାବୁଗାଁର ସହିନା ସୁଲତାନ୍‌, ସକିଲ ସୁଲତାନ ଏବଂ ଆୟାନା ସୁଲତାନ୍‌। ଏମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

 ନବରଙ୍ଗପୁରରୁ ବିଶାଖାପାଟଣା ଯାଉଥିବା ବେଳେ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

 

Previous ArticleNext Article

Send this to a friend