ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଭିତରେ ଚାଲୁଥିବା ଅର୍ଡିନାରୀ, ଡିଲକ୍ସ, ଏକ୍ସପ୍ରେସ୍‌ ଓ ଏସି ଡିଲକ୍ସର ବସ୍‌ର ଭଡ଼ା ବୃଦ୍ଧି ପାଇଛି। ଏନେଇ ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ  ସୂଚନା ଦେଇଛନ୍ତି। ଅର୍ଡିନାରୀ ବସ୍‌ କିଲୋମିଟର ପିଛା ଭଡ଼ା ୬୮ ପଇସାକୁ ବୃଦ୍ଧି ପାଇଛି। ପୂର୍ବରୁ ଅର୍ଡିନାରୀ ବସ୍‌ରେ ଯାତ୍ରା କରିବା ପାଇଁ କିଲୋମିଟର ପିଛା ୬୭ପଇସା ଦେବାକୁ ପଡୁଥିଲା। ଡିଲକ୍ସ ବସ୍‌ରେ କିଲୋମିଟର ପିଛା ୯୫ପଇସା ଦେବାକୁ ପଡୁଥିଲା। ଏବେ କିଲୋମିଟର ପିଛା ୯୭ ପଇସା […]

bus-strike-768x414

bus-strike-768x414

Rakesh Mallick
  • Published: Wednesday, 04 April 2018
  • Updated: 04 April 2018, 02:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଭିତରେ ଚାଲୁଥିବା ଅର୍ଡିନାରୀ, ଡିଲକ୍ସ, ଏକ୍ସପ୍ରେସ୍‌ ଓ ଏସି ଡିଲକ୍ସର ବସ୍‌ର ଭଡ଼ା ବୃଦ୍ଧି ପାଇଛି। ଏନେଇ ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ  ସୂଚନା ଦେଇଛନ୍ତି। ଅର୍ଡିନାରୀ ବସ୍‌ କିଲୋମିଟର ପିଛା ଭଡ଼ା ୬୮ ପଇସାକୁ ବୃଦ୍ଧି ପାଇଛି। ପୂର୍ବରୁ ଅର୍ଡିନାରୀ ବସ୍‌ରେ ଯାତ୍ରା କରିବା ପାଇଁ କିଲୋମିଟର ପିଛା ୬୭ପଇସା ଦେବାକୁ ପଡୁଥିଲା। ଡିଲକ୍ସ ବସ୍‌ରେ କିଲୋମିଟର ପିଛା ୯୫ପଇସା ଦେବାକୁ ପଡୁଥିଲା। ଏବେ କିଲୋମିଟର ପିଛା ୯୭ ପଇସା ଦେବାକୁ  ପଡ଼ିବ। ସେହିପରି  ଏସି ଡିଲକ୍ସରେ କିଲୋମିଟର ପିଛା ୧ଟଙ୍କା ୧୭ ପଇସା ଦେବାକୁ ପଡୁଥିଲା। ଏବେ ୧ଟଙ୍କା ୧୯ ପଇସା ଦେବାକୁ ପଡିବ। ଏକ୍ସପ୍ରେସ୍‌ ବସ୍‌ରେ କିଲୋମିଟର ପିଛା ଯିବାକୁ ୭୦ପଇସା ଦେବାକୁ ପଡୁଥିଲା। ଏବେ  ୭୧ ପଇସା ଦେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story