ବସ୍‌ ଧର୍ମଘଟରେ ସାମିଲ ହେଲାନି ଜୟପୁର ବସ୍‌ ମାଲିକ ସଂଘ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବସ୍‌ ମାଲିକ ସଂଘର ବନ୍ଦ ଡାକରାର ପ୍ରଭାବ କୋରାପୁଟ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ଏଥିଯୋଗୁ ସାଧାରଣ ଲୋକ ହଇରାଣ ହେଉଛନ୍ତି। ଅନେକ ଯାତ୍ରୀ ବସଷ୍ଟାଣ୍ଡରେ ଅଟକି ରହିଛନ୍ତି। ଜିଲ୍ଲାର ୪ଟି ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ତିନିଟି ବସ୍‌ ମାଲିକ ସଂଘ ବନ୍ଦକୁ ସମର୍ଥନ କରୁଥିବା ବେଳେ ଜୟପୁର ଘରୋଇ ବସ ମାଲିକ ସଂଘ ଧର୍ମଘଟରେ ସାମିଲ ହୋଇନାହିଁ। ଜୟପୁରରେ ବସ ଚଳାଚଳ ସ୍ୱାଭାବିକ ରହିଛି। ଅନ୍ୟପକ୍ଷରେ ‌ଆନ୍ଧ୍ରପ୍ରଦେଶର ସରକାରୀ […]

sukuma

sukuma

Rakesh Mallick
  • Published: Wednesday, 14 March 2018
  • Updated: 14 March 2018, 01:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବସ୍‌ ମାଲିକ ସଂଘର ବନ୍ଦ ଡାକରାର ପ୍ରଭାବ କୋରାପୁଟ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ଏଥିଯୋଗୁ ସାଧାରଣ ଲୋକ ହଇରାଣ ହେଉଛନ୍ତି। ଅନେକ ଯାତ୍ରୀ ବସଷ୍ଟାଣ୍ଡରେ ଅଟକି ରହିଛନ୍ତି। ଜିଲ୍ଲାର ୪ଟି ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ତିନିଟି ବସ୍‌ ମାଲିକ ସଂଘ ବନ୍ଦକୁ ସମର୍ଥନ କରୁଥିବା ବେଳେ ଜୟପୁର ଘରୋଇ ବସ ମାଲିକ ସଂଘ ଧର୍ମଘଟରେ ସାମିଲ ହୋଇନାହିଁ। ଜୟପୁରରେ ବସ ଚଳାଚଳ ସ୍ୱାଭାବିକ ରହିଛି। ଅନ୍ୟପକ୍ଷରେ ‌ଆନ୍ଧ୍ରପ୍ରଦେଶର ସରକାରୀ ବସ୍‌ ସ୍ୱାଭାବିକ ଭାବେ ଅଞ୍ଚଳର ଯାତାୟତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story