ଧକ୍କା ପରେ ଜଳି ଗଲା କାର୍ ସହ ଟ୍ରକ୍

ଯାଜପୁର(ଗୁଲାମ ଗସ୍‌): ଧକ୍କା ହେବା ପରେ ଜଳିଗଲା କାର୍ ସହ ଟ୍ରକ୍। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ମୂଳାପାଳ ଛକ ନିକଟରେ। କଟକରୁ ବାଲେଶ୍ୱର ଯାଉଥିବା ଏକ କାର୍ ମୂଳାପାଳ ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକକୁ ଧକ୍କା ଦେବାରୁ ଉଭୟ ଗାଡ଼ି ଜଳିଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବା ପୂର୍ବରୁ ଗାଡ଼ି ଭିତରେ ଥିବା ଯାତ୍ରୀମାନେ ସୁରକ୍ଷିତ […]

car

car

Rakesh Mallick
  • Published: Tuesday, 15 May 2018
  • Updated: 15 May 2018, 02:32 PM IST

Sports

Latest News

ଯାଜପୁର(ଗୁଲାମ ଗସ୍‌): ଧକ୍କା ହେବା ପରେ ଜଳିଗଲା କାର୍ ସହ ଟ୍ରକ୍। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ମୂଳାପାଳ ଛକ ନିକଟରେ। କଟକରୁ ବାଲେଶ୍ୱର ଯାଉଥିବା ଏକ କାର୍ ମୂଳାପାଳ ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକକୁ ଧକ୍କା ଦେବାରୁ ଉଭୟ ଗାଡ଼ି ଜଳିଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ନିଆଁ ଲାଗିବା ପୂର୍ବରୁ ଗାଡ଼ି ଭିତରେ ଥିବା ଯାତ୍ରୀମାନେ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିବା ଜଣାପଡ଼ିଛି। ଗାଡ଼ିରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos