ଓଲଟିଲା କାର୍; ଭିତରୁ ବାହାରିଲା...

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିକଟ କୋରକୋଣ୍ଡାରେ ଭାରସାମ୍ୟ ହରାଇ ଏକ ଗଞ୍ଜେଇ ବୋଝେଇ କାର୍‌ ଓଲଡ଼ି ପଡ଼ିଛି।  ଏହି କାର୍‌ ଚିତ୍ରକୋଣ୍ଡାରୁ ମଧ୍ୟପ୍ରଦେଶ ଯାଉଥିଲା। କାର୍‌ଟି କୋରାକୋଣ୍ଡା ନିକଟରେ ଦୁଇ ଜଣଙ୍କୁ ଧକ୍କା ଦେବା ପରେ ଏକ ପୋଲ ନିକଟରେ ଓଲଟି ପଡ଼ିଥିଲା। କାର୍ ଭିତରେ ଥିବା ଗଞ୍ଜେଇ ପ୍ୟାକେଟ୍‌ ଏଣେତେଣେ ହୋଇ  ଛିଟିକି ପଡ଼ିଥିବା ଦେଖିଥିଲେ ସ୍ଥାନୀୟ ଲୋକେ। ତେବେ ସେମାନେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଡ୍ରାଇଭର୍ ଓ ଗାଡ଼ିରେ ଥିବା ଜଣେ […]

ganja

ganja

Rakesh Mallick
  • Published: Saturday, 19 May 2018
  • Updated: 19 May 2018, 12:28 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିକଟ କୋରକୋଣ୍ଡାରେ ଭାରସାମ୍ୟ ହରାଇ ଏକ ଗଞ୍ଜେଇ ବୋଝେଇ କାର୍‌ ଓଲଡ଼ି ପଡ଼ିଛି।  ଏହି କାର୍‌ ଚିତ୍ରକୋଣ୍ଡାରୁ ମଧ୍ୟପ୍ରଦେଶ ଯାଉଥିଲା। କାର୍‌ଟି କୋରାକୋଣ୍ଡା ନିକଟରେ ଦୁଇ ଜଣଙ୍କୁ ଧକ୍କା ଦେବା ପରେ ଏକ ପୋଲ ନିକଟରେ ଓଲଟି ପଡ଼ିଥିଲା। କାର୍ ଭିତରେ ଥିବା ଗଞ୍ଜେଇ ପ୍ୟାକେଟ୍‌ ଏଣେତେଣେ ହୋଇ  ଛିଟିକି ପଡ଼ିଥିବା ଦେଖିଥିଲେ ସ୍ଥାନୀୟ ଲୋକେ। ତେବେ ସେମାନେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଡ୍ରାଇଭର୍ ଓ ଗାଡ଼ିରେ ଥିବା ଜଣେ ବ୍ୟକ୍ତି ଫେରାର୍ ହୋଇଯାଇଥିଲେ।

ଖବର ପାଇ ମାଲିକାନଗିରି ପୋଲିସର ଏକ ଟିମ୍‌ ପହଞ୍ଚି କାର୍ ଓ ଗଞ୍ଜେଇକୁ ଜବତ କରିଛି। ଏହି ଗଞ୍ଜେଇ କୋଉଠିକୁ ଚାଲାଣ ହେଉଥିଲା ଏନେଇ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। କାର୍‌ ଧକ୍କାରେ ଆହତ ବ୍ୟକ୍ତି କୋରକୋଣ୍ଡା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story