ନରହନ୍ତାର କୌଶଳ: ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଛଦ୍ମ ନାଁରେ ରହୁଥିଲା ଇନ୍ଦୋରରେ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଜମିଦାର ପ୍ୟାଲେସ୍ ଟ୍ରିପଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ। ୫ ବର୍ଷ ଧରି ଫେରାର ଥିବା ଅମିତ ଅଗ୍ରଓ୍ୱାଲକୁ ଇନ୍ଦୋରରୁ ଗିରଫ କରିଛି ସିବିଆଇ। ଏତେ ଦିନ ଧରି ଛଦ୍ମନାମରେ ଇନ୍ଦୋରର ଏକ କଣ୍ଟ୍ରାକ୍ଟର ପାଖରେ ସେ କାମ କରୁଥିଲେ। ଭୁବନେଶ୍ୱର ସିବିଆଇ କୋର୍ଟରେ ହାଜର କରାଯିବା ପରେ ୧୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ। ଅଭିଯୁକ୍ତ ଅମିତ ଧରାପଡ଼ିବା ପରେ ଆଶା କରାଯାଉଛି, ପୂରା […]

cbi arrest murder from indure1

cbi arrest murder from indure1

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 07:21 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଜମିଦାର ପ୍ୟାଲେସ୍ ଟ୍ରିପଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ। ୫ ବର୍ଷ ଧରି ଫେରାର ଥିବା ଅମିତ ଅଗ୍ରଓ୍ୱାଲକୁ ଇନ୍ଦୋରରୁ ଗିରଫ କରିଛି ସିବିଆଇ। ଏତେ ଦିନ ଧରି ଛଦ୍ମନାମରେ ଇନ୍ଦୋରର ଏକ କଣ୍ଟ୍ରାକ୍ଟର ପାଖରେ ସେ କାମ କରୁଥିଲେ। ଭୁବନେଶ୍ୱର ସିବିଆଇ କୋର୍ଟରେ ହାଜର କରାଯିବା ପରେ ୧୪ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ। ଅଭିଯୁକ୍ତ ଅମିତ ଧରାପଡ଼ିବା ପରେ ଆଶା କରାଯାଉଛି, ପୂରା ଘଟଣା ଉପରୁ ହଟିବ ପରଦା।

୨୦୧୩ ଡିସେମ୍ବର ୯ ତାରିଖରେ ଉତ୍ତରପ୍ରଦେଶ ଗାଜିଆବାଦର ଅମିତ ଅଗ୍ରଓ୍ୱାଲ ନିଜ ସ୍ତ୍ରୀ, ଦୁଇ ପୁଅ ଝିଅଙ୍କ ସହିତ ପୁରୀ ବୁଲିଥିଲେ। ଏହି ସମୟରେ ସେମାନେ ଜମିଦାର ପ୍ୟାଲେସ୍‌ରେ କିଛି ଦିନ ରହିଥିଲେ। ଏହି ରହଣୀ ଭିତରେ ଦିନେ ହୋଟେଲ କର୍ମଚାରୀ ରୁମ କବାଟ ବାଡ଼େଇବାରୁ ଭିତରପଟୁ କୌଣସି ସୂଚନା ମିଳିନଥିଲା। ପୋଲିସ ଆସି ଦେଖିବା ପରେ ହୋଟେଲ ରୁମରୁ ମିଳିଥିଲା ଅମିତଙ୍କ ସ୍ତ୍ରୀ ଓ ପୁଅ ଝିଅଙ୍କ ମୃତ ଦେହ। ଫୋରେନ୍ସିକ ଯାଞ୍ଚ ଅନୁସାରେ ନିଶା ଦେଇ ତଣ୍ଟି ଚିପିବା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ଅମିତଙ୍କ କୌଣସି ପତ୍ତା ମିଳିନଥିଲା। ସେତେବେଳେ ଘଟଣାର ତଦନ୍ତ କରିଥିବା ତତ୍କାଳୀନ ପୁରୀ ଏସ୍‌ପି ତଥା ବର୍ତ୍ତମାନର ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ ବିଶାଖାପାଟଣା ଓ ନାସିକ ଯାଇ ନିରାଶ ହୋଇ ଫେରିଥିଲା। ପରେ ସିବିଆଇକୁ ମାମଲା ହସ୍ତାନ୍ତର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story