ସିସୋର ଚିଟ୍‌ଫଣ୍ଡ ମାମଲାରେ ୨ ଆଇଏଏସ୍‌ ଅଫିସରଙ୍କୁ ସିବିଆଇର ନୋଟିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିସୋର ଚିଟଫଣ୍ଡ ମାମଲାରେ ଦୁଇ ଜଣ ଆଇଏଏସ୍‌ ଅଫିସରଙ୍କୁ ସିବିଆଇ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।  ସେମାନେ ହେଲେ ପରାଗ ଗୁପ୍ତା ଓ ସଂଗ୍ରାମ କେଶରୀ ରାୟ। ସଂଗ୍ରାମ କେଶରୀ ଅବସର ଗ୍ରହଣ କରି ସାରିଛନ୍ତି। ପରାଗ ଗୁପ୍ତା ହେଉଛନ୍ତି ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ। ସେ ଏବେ କେନ୍ଦ୍ର ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯୁଗ୍ମ ସଚିବ ଅଛନ୍ତି। ସିସୋର ସହ ସଂପର୍କ ନେଇ ଉଭୟଙ୍କୁ ସିବିଆଇ ନୋଟିସ୍ ଦେଇଥିବା ଜଣାପଡ଼ିଛି। […]

sisore

sisore

Rakesh Mallick
  • Published: Sunday, 01 July 2018
  • Updated: 01 July 2018, 11:30 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିସୋର ଚିଟଫଣ୍ଡ ମାମଲାରେ ଦୁଇ ଜଣ ଆଇଏଏସ୍‌ ଅଫିସରଙ୍କୁ ସିବିଆଇ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।  ସେମାନେ ହେଲେ ପରାଗ ଗୁପ୍ତା ଓ ସଂଗ୍ରାମ କେଶରୀ ରାୟ। ସଂଗ୍ରାମ କେଶରୀ ଅବସର ଗ୍ରହଣ କରି ସାରିଛନ୍ତି। ପରାଗ ଗୁପ୍ତା ହେଉଛନ୍ତି ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ। ସେ ଏବେ କେନ୍ଦ୍ର ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯୁଗ୍ମ ସଚିବ ଅଛନ୍ତି।

ସିସୋର ସହ ସଂପର୍କ ନେଇ ଉଭୟଙ୍କୁ ସିବିଆଇ ନୋଟିସ୍ ଦେଇଥିବା ଜଣାପଡ଼ିଛି। ପରାଗ ଗୁପ୍ତା ପର୍ଯ୍ୟଟନ ସଚିବ ଥିବା ବେଳେ ସିସୋର୍ ସହିତ ରାଜ୍ୟ ସରକାରଙ୍କ ଦୁଇଟି ଚୁକ୍ତି ହୋଇଥିଲା। ମହାନଦୀରେ ବୋଟ୍‌ ପ୍ରକଳ୍ପ ଓ ଖୋର୍ଦ୍ଧା ଅଟ୍ରିରେ ଥିବା ସରକାରୀ ଗେଷ୍ଟ ହାଉସ୍‌ର ପରିଚାଳନା ଦାୟିତ୍ୱ ନେଇଥିଲା ସିସୋର ସଂସ୍ଥା।  ସେହି ସମୟରେ ସଂଗ୍ରାମ ରାୟ ପର୍ଯ୍ୟଟନ ବିଭାଗର ମହାପ୍ରବନ୍ଧକ ଥିବାରୁ ତାଙ୍କୁ ବି ସମନ କରାଯାଇଛି।

ଆସନ୍ତାକାଲି ହାଜର ହେବାକୁ ସେମାନଙ୍କୁ ନୋଟିସ୍ ଦିଆଯାଇଛି। ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ତାନା ଗତ ୧୮ ତାରିଖରେ ଭୁବନେଶ୍ୱର କାର୍ଯ୍ୟାଳୟ ଆସି ଚିଟଫଣ୍ଡ ତଦନ୍ତର ସମୀକ୍ଷା କରିଥିଲେ। ଏହି ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ସହିତ ସେ ରୁଦ୍ଧଦ୍ୱାର ବୈଠକ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story